Home Posts tagged Sunabesha ritual
Odisha News
ପୁରୀ,୧୭/୭: ଏବର୍ଷ ସୁନାବେଶ ଦର୍ଶନ ସମୟ ବଢ଼ିବନି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,ଯେଉଁ ସମୟ ନିର୍ଘଣ୍ଟ ହୋଇଛି ସେତିକି ସମୟ ହିଁ ମହାପ୍ରଭୁଙ୍କ ଦର୍ଶନ ମିଳିବ।ରାତି ୧୧ଟାରେ ସୁନାବେଶ ଦର୍ଶନ ବନ୍ଦ ହେବ। କାଲି ରତ୍ନଭଣ୍ଡାର ଖୋଲିବାକୁ ଥିବା ବେଳେ ଭଣ୍ଡାର ମେକାପ ସେଥିରେ ବ୍ୟସ୍ତ ରହିବେ। ତେଣୁ ସୁନାବେଶ ଦର୍ଶନ ସମୟ ବଢ଼ିବ ନାହିଁ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପାଢ଼ୀ ସୂଚନା ଦେଇଛନ୍ତି।Continue Reading
Top Stories
The deities were adorned with around 200 kg of gold ornaments By Saroj Behera Puri, June 29: After the completion of their nine-day sojourn, Lord Jagannath and His siblings – elder brother Lord Balabhadra and younger sister Goddess Subhadra – on Thursday gave darshan to devotees in Rajarajeswar Besha, popularly known as Suna Besha. The […]Continue Reading
Seo wordpress plugin by www.seowizard.org.