ଚୀନ-ଜାପାନ ଉପରେ ବିପଦ, ସ୍ଥଳଭାଗ ଆଡକୁ ମାଡି ଆସୁଛି ୨୦୨୨ର ସବୁଠୁ ଶକ୍ତିଶାଳୀ ବାତ୍ୟା, ୨୫୭ କି.ମି ବେଗରେ ବୋହିବ ପବନ
ନୂଆଦିଲ୍ଲୀ,୩୧/୮: ୨୦୨୨ର ସବୁଠାରୁ ଶକ୍ତିଶାଳୀ ବିଶ୍ୱ ଝଡ଼ ବା ‘ଗ୍ଲୋବାଲ୍ ଷ୍ଟର୍ମ’ ବର୍ତ୍ତମାନ ପୂର୍ବ ଚୀନ୍ ସାଗର ମଧ୍ୟରେ ଗତିକରୁଛି। ଏହି ଝଡ଼କୁ ‘ସୁପର ଟାଇଫୁନ୍ ହିନାନୋର’ ଭାବେ ନାମିତ କରା ଯାଇଥିବା ବେଳେ ଏବେ ଏହି ଝଡ଼ ଘଣ୍ଟାପ୍ରତି ୧୬୦ ମାଇଲ ବେଗରେ ଗତିକରୁଛି। ଏହା ଜାପାନର ଦକ୍ଷିଣ ଦ୍ୱୀପପୁଞ୍ଜ ପ୍ରତି ବିପଦ ସୃଷ୍ଟି କରିବା ସହ ଚୀନ୍ର ପୂର୍ବ ଉପକୂଳରେ ପ୍ରଭାବ ପକାଇବ ବୋଲି ଆକଳନ କରାଯାଉଛି।ଆମେରିକାର ମିଳିତ ଟାଇଫୁନ୍ ଚେତାବନୀ କେନ୍ଦ୍ର ଅନୁଯାୟୀ Continue Reading