Home Posts tagged stressful
Odisha News
ରାଉରକେଲା,୩୧/୩ : ଗତ ୩ ଦିନ ଧରି ପାଉଁଶକଣା ଓ ଧଳାଧୂଆଁରେ ଆଚ୍ଛାଦିତ ହୋଇଯାଉଛି ଇସ୍ପାତ ସହର। ଘରଦ୍ୱାର, ସବୁଜିମା ଯୁ୍ଆଡ଼େ ଦେଖିବ ଧଳାଧୂଆଁ। ଏହି ଧୂଆଁର ପ୍ରଭାବରେ ସହରର ଅନେକ ଅଞ୍ଚଳରେ ବୃଦ୍ଧବୃଦ୍ଧା ଓ ପିଲାମାନେ ଘରୁ ବାହାରି ପାରୁନାହାନ୍ତି। ସମସ୍ତଙ୍କର ଆଖି ଜଳୁଛି। ଠିକ୍ ଭାବେ ବାଟ ଦିଶୁନି। ସକାଳୁ ଆରମ୍ଭ ହୋଇ ମଧ୍ୟାହ୍ନ ପର‌୍ୟ୍ୟନ୍ତ, ଏପରିକି ତା’ର ଆହୁରି ଘଣ୍ଟେ ଦୁଇଘଣ୍ଟା ପର‌୍ୟ୍ୟନ୍ତ ଧୂଆଁ ରାଉରକେଲା ଓ ଆଖପାଖ ଅଞ୍ଚଳର ଆକାଶରୁ ହଟୁନି Continue Reading
Seo wordpress plugin by www.seowizard.org.