Home Posts tagged srilanka president
Odisha News
ନୂଆଦିଲ୍ଲୀ, ୩/୯: ଦୁଇ ମାସ ପରେ ଶ୍ରୀଲଙ୍କା ଫେରିଲେ ପୂର୍ବତନ ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ । ଆର୍ଥିକ ସଙ୍କଟ ବେଳେ ଦେଶ ଛାଡି ପଳାଇଥିବା ଗୋଟାବାୟ ରାଜପକ୍ଷେ ଗତକାଲି ଥାଇଲାଣ୍ଡରୁ ସ୍ୱଦେଶ ଫେରିଛନ୍ତି ।ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ଭିତରେ ଜୁଲାଇ ମାସରେ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଗୋଟାବାୟା ପରେ ସ୍ଥିତି ଅଣାୟତ ହେଉଥିବା ଦେଖି ଜୁଲାଇ ୧୩ ତାରିଖରେ ଗୋଟାବାୟ ପରିବାର ସହ ଦେଶ ଛାଡି ପଳାଇଥିଲେ। ସେହି ସମୟରେ ବିକ୍ଷୋଭକାରୀମାନେ କଲମ୍ବୋର Continue Reading
Seo wordpress plugin by www.seowizard.org.