Home Posts tagged SRC
Odisha News
ଭୁବନେଶ୍ବର, ୨୧/୮: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା। ଝାଡ଼ଖଣ୍ଡର ଗାଲୁଢ଼ି ବ୍ୟାରେଜରେ ୬ ଲକ୍ଷ କ୍ୟୁସେକ ପାଣି ଆସୁଛି। ତେଣୁ ସୁବର୍ଣ୍ଣରେଖା ୬ ଲକ୍ଷ କ୍ୟୁସେକ ପାଣି ଆସୁଛି। ସୁବର୍ଣ୍ଣରେଖା ଅଵବାହିକାରେ ପ୍ରବଳ ବନ୍ୟା ହେବାର ଆଶଙ୍କା ରହିଛି।ମୟୁରଭଞ୍ଜର କିଛି ସ୍ଥାନ, ବାଲେଶ୍ଵରର ବାଲେଶ୍ଵର, ଭୋଗରାଇ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ। ଏଭଳି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା।ସେ କହିଛନ୍ତି, ଗୋଟିଏ ଓଡ୍ରାଫ ଓ ଗୋଟିଏ ଏନଡ଼ିଆରଏଫ Continue Reading
Seo wordpress plugin by www.seowizard.org.