Home Posts tagged soro
Odisha News
ଜଗତସିଂହପୁର/ସୋର/ସାଲେପୁର,, ୨୬/୩: ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ।ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର Continue Reading
Odisha News
ସୋର, ୨୭/୭: ସ୍କୁଲକୁ ପାଠ ପଢ଼ିବାକୁ ଯାଇଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୨ ଛାତ୍ର ଗୁରୁତର ହୋଇଛନ୍ତି। ସେମାନଙ୍କୁ ବିଦ୍ୟୁତ୍ ଆଘାତରୁ ମୁକୁଳାଇବାକୁ ଯାଇ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଗୁରୁତର ହୋଇଛନ୍ତି।ଏପରି ଅଘଟଣ ଆଜି ବାଲେଶ୍ୱର ଜିଲ୍ଲା ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଘଟିଛି। ୩ ଗୁରୁତର ଏବେ ବାଲେଶ୍ୱର ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।ସୂଚନା ଅନୁଯାୟୀ, ତେଲିଆଗଞ୍ଜ ପ୍ରାଥମିକ ବିଦ୍ୟାଳୟରେ ଆଜି ସ୍ୱାଭାବିକ ଭାବେ କ୍ଲାସ ଚାଲୁଥିଲା। Continue Reading
Odisha News
ସୋର ୨୪/୭ : ବୀଭତ୍ସ ଘଟଣା । ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଜୀଅନ୍ତା ଜାଳିଦେଲେ ଯୁବକ । ଶୌଚାଳୟ ଭିତରେ କିରୋସିନି ଢାଳି ମାରିଦେଇଛି ଯୁବକ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାରିଙ୍ଗିଆରେ ଗାଁରେ ଘଟିଛି ଏଭଳି ଅମାନୁଷିକ କାଣ୍ଡ ।ଖବର ଅନୁଯାୟୀ, ରବିବାର ସକାଳ ସମୟରେ ବାରିଙ୍ଗିଆ ଗାଁର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଶୌଚାଳୟ ଭିତରେ ଜୀଅନ୍ତ ପୋଡି ମାରିଦେଇଛି ଜଣେ ଯୁବକ ।ମୃତ ଛାତ୍ରୀଙ୍କ ନିକଟରେ ପଡିଛି କଟା ଚୁଟି, ଲାଇଟର ଓ […]Continue Reading
Odisha News
ସୋର,୩୦/୩: ଜିନିଷ କିଣିଲେ। ଏହା ବଦଳରେ ଟଙ୍କା ବି ଦେଲେ। ହେଲେ ଏହାପରେ ଶହେ ଟଙ୍କା ବଦଳରେ ୨ଟି ୫୦ ଟଙ୍କା ମାଗିବା ବାହାନାରେ ଦୋକାନ ମାଲିକଙ୍କଠାରୁ ଲୁଟି ନେଲେ ୬୦ ହଜାରର ଟଙ୍କା । ଦୋକାନ ମାଲିକଙ୍କ ଉପସ୍ଥିତିରେ ତାଙ୍କ ଆଖି ସାମନାରେ କ୍ୟାସ୍ ବକ୍ସରେ ହାତ ପୁରେଇ ଲୁଟେରା ୫ଶହ ଟଙ୍କିଆ ବଣ୍ଡଲ ଲୁଟି ନେଇଥିବା ବେଳେ ଏହାର ଟେର ପାଇପାରିଲେନି ଦୋକାନୀ।ଟଙ୍କା ଗାଏବ ନେଇ ଜାଣି ସିସିଟିଭି ଯାଞ୍ଚ କରିବା ପରେ ଯାହା […]Continue Reading
Odisha News
ସୋର ୧୧/୧: ଫ୍ରି ଫାୟାର ଖେଳ ହେଲା କାଳ । ଟ୍ରେନ ଲାଇନରେ ଖେଳୁଥିବା ସମୟରେ ଧକ୍କା ଦେଲା ଟ୍ରେନ । ଫଳରେ ଅକାଲରେ ଜଣେ ନାବାଳକର ଜୀବନ ଯାଇଛି ।ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ରେଳ ଷ୍ଟେସନ ନିକଟ ନୂଆପଡ଼ା ରେଳଧାରଣାରେ ଘଟିଛି ଏଭଳି ଅଘଟଣ । ଖନ୍ତାପଡା ଥାନା ପଣପଣା ପଂଚାୟତରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।ଗତ ରାତିରେ ନୂଆପଡା ଗ୍ରାମର ପୂର୍ଣଚନ୍ଦ୍ର ମହାନ୍ତିଙ୍କ ସାନ ପୁଅ ଅଶେଷ […]Continue Reading
Seo wordpress plugin by www.seowizard.org.