
ଭୁବନେଶ୍ୱର,୧୬/୨:ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୃତ୍ୟୁକୁ ୬ ମାସ ପୂରି ସାରିଥିବା ବେଳେ ଆଜି ସକାଳୁ ତାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍। ଆଜି ଭୋରରୁ ସମ୍ବଲପୁର ବଂଶୀଧର ନଗରସ୍ଥିତ ଘରୁ ସୌମ୍ୟଜିତଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍।ଆଜି ଭୋର ପ୍ରାୟ ୪ଟାରେ ସୌମ୍ୟଜିତ ବଂଶୀଧର ନଗରସ୍ଥିତ ନିଜ ଘରେ ଥିବା ବେଳେ ସେଠାରେ ପହଞ୍ଚିଥିଲା ଚନ୍ଦ୍ରଶେଖରପୁର ଥାନାର ୫ ଜଣିଆ ପୁଲିସ୍ ଟିମ୍ । ସେଠାରୁ ସୌମ୍ୟଜିତଙ୍କୁ ଗିରଫ କରି ପୁଲିସ୍ Continue Reading