Home Posts tagged SIVAJIS ICONIC TIGER CLAWS
Odisha News
ନୂଆଦିଲ୍ଲୀ,୮/୯: ଫେରୁଛି ‘ବାଘ ନଖ’। ଅଫଜଲ ଖାନକୁ ହତ୍ୟା କରିବା ପାଇଁ ଛତ୍ରପତି ଶିବାଜୀ ବ୍ୟବହାର କରିଥିବା ଅସ୍ତ୍ର ଭାରତ ସଂଗ୍ରହାଳରେ ସ୍ଥାନ ପାଇବ। ଏନେଇ ବ୍ରିଟେନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି।ଚଳିତ ମାସ ଶେଷ ଆଡ଼କୁ ବ୍ରିଟେନ ଗସ୍ତ କରିବେ ରାଷ୍ଟ୍ର ସାଂସ୍କୃତିକ ମନ୍ତ୍ରୀ ସୁଧୀର ମୁଙ୍ଗନ୍ତିୱାର୍। ଏହି ଅବସରରେ ‘ବାଘ ନଖ’ ପ୍ରତ୍ୟାବର୍ତ୍ତନ ନେଇ ଏକ ଚୁକ୍ତି ପତ୍ର ସ୍ୱାକ୍ଷର କରିବେ।ଯଦି ସବୁକିଛି ଯୋଜନା Continue Reading