Home Posts tagged Similipal
Odisha News
ସୁଦାମ ପାତ୍ରଙ୍କ ଋିପୋର୍ଟବାଲେଶ୍ଵର, ୨୮/୧ : ସତ ହେଲା ସ୍ଵପ୍ନ। ପୂରଣ ହେଲା ଦୀର୍ଘ ଦିନର ଆଶା। ବିଜୁଳି ଆଲୁଅ ଦେଖିଲା ଅନ୍ଧାରୀ ଇଲାକା। ପାହାଡ ଜଙ୍ଗଲ ଘେରା ଶିମିଳିପାଳରେ ବସବାସ କରୁଥିବା ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ୩ପଞ୍ଚାୟତର ୨୩ଶହରୁ ଅଧିକ ପରିବାରଙ୍କ ଘରେ ପହଞ୍ଚିଛି ବିଜୁଳି।ବିଜୁ ଗ୍ରାମ ଜ୍ୟୋତି ଯୋଜନା ଅଧୀନରେ ରାଜ୍ୟ ସରକାରଙ୍କ ପ୍ରୟାସ ଓ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏନଓଡିଏଲ)ର ଅଦମ୍ୟ ପ୍ରଚେଷ୍ଟା ବଳରେ Continue Reading
Odisha News
ଭିତରକନିକା, ୪/୧: ବଉଳା କୁମ୍ଭୀର ଓ ପକ୍ଷୀ ଗଣନା ପାଇଁ ଆସନ୍ତାକାଲିଠୁ ଭିତରକନିକା ବନ୍ଦ । ଆସନ୍ତାକାଲିଠାରୁ ୧୩ ତାରିଖ ଯାଏଁ ୯ ଦିନ ଧରି ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା।୫ଟି ରେଞ୍ଜରେ ଗଣନା ଚାଲିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।କୁମ୍ଭୀର ଗଣନାରେ ବନବିଭାଗ ଟିମ୍ ଓ ବିଶେଷଜ୍ଞ ଦଳ ସାମିଲ ରହିବେ ।ମହାକାଳପଡ଼ା, ରାଜନଗର, ଗହିରମଥା, କନିଆ ସମେତ ସଂଲଗ୍ନ ନଦୀନାଳ ମାନଙ୍କରେ ମଧ୍ୟ ଗଣନା କରାଯିବ ବୋଲି ଡିଏଫଓ […]Continue Reading
Odisha News
ଶିମିଳିପାଳ,୧୪/୧୦ : ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ୯ଟା ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ପ୍ରବେଶ ଅନୁମତି ରହିଛି।ଯଶିପୁରକାଳିଆଣି ଗେଟ୍ ଦେଇ ୩୫ଟି ଗାଡ଼ି ଏବଂ ବାରିପଦା ଲୁଲୁଙ୍ଗ ପଟୁ ୨୫ଟି ଗାଡ଼ିକୁ ପ୍ରବେଶ ଅନୁମତି ରହିଛି। ଏଥିପାଇଁ ଅଭୟାରଣ୍ୟ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ବନ୍ଦୋବସ୍ତ କରିଛନ୍ତି।ଚଳିତ ବର୍ଷ ଶିମିଳିପାଳ ଅଭୟାରଣ୍ୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଘୋଷଣା କରାଯାଇଛି। ସ୍ଥାନୀୟ ସ୍ୱୟଂ ସହାୟକ Continue Reading
Odisha News
ଜି.ଉଦୟଗିରି,୩/୨: ପୁଣି ଲେଉଟାଣି ଶୀତର ଲହରୀ । ଶିମିଳିପାଳରେ ଶୀତର ଲହରୀ ଜାରି ।କିଛିଦିନର ବ୍ୟବଧାନ ପରେ ଜି.ଉଦୟଗିରି ସହର ସମେତ ଆଖପାଖ ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଜି ଉଦୟଗିରି ଠାରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ସେଲ୍ସିୟସ ରେକର୍ଡ କରାଯାଇଛି ବୋଲି କୃଷି ପାଣିପାଗ କ୍ଷେତ୍ର ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି।ଏଣେ ପ୍ରବଳ ଶୀତ ସାଙ୍ଗକୁ ଅନେକ ସ୍ଥାନରେ ପାଳ ଗଦା ଉପରେ ତୁଷାର ପଡିଥିବା ଦେଖିବାକୁ ମିଳିଛି। ଶୁକ୍ରବାର ତାପମାତ୍ରା Continue Reading
Odisha News
ଭୁବନେଶ୍ୱର,୨୯/୭: ଆଜି ସମସ୍ତେ ପାଳୁଛନ୍ତି ବିଶ୍ୱ ବାଘ ଦିବସ । ପଶୁମାନଙ୍କର ସେ ରାଜା ତେଣୁ ତାକୁ ଜଙ୍ଗଲର ରାଜା ବୋଲି କୁହାଯାଏ । ଆମ ଭାରତ ବର୍ଷରେ ବିଭିନ୍ନ ପ୍ରକାର ବାଘ ଦେଖିବାକୁ ମିଳିଥାଏ । ଯେମିତିକି ଧଳା ବାଘ, ରାୟାଲ ବେଙ୍ଗଲ ଟାଇଗର ଠାରୁ ଆରମ୍ଭ କରି ସାଇବେରିଆ ବାଘ ପର୍ଯ୍ୟନ୍ତ । କିନ୍ତୁ ପରିସ୍ଥିତି ଆଜି ତାଙ୍କୁ ରାଜା ହୋଇ ରହିବାକୁ ଦେଉନି । ପ୍ରତ୍ୟକ ଦିନ ଯେଉଁଭଳି ଜଳ ବାୟୁ ପରିବର୍ତ୍ତନ, […]Continue Reading
Odisha News
ବାରିପଦା, ୧୬/୬: ଆଜିଠାରୁ ପ୍ରାୟ ସାଢ଼େ ୪ ମାସ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ।ଏହି କାରଣରୁ ଶିମିଳିପାଳ ଅଭୟାରଣ୍ୟ ଭିତରକୁ କୌଣସି ପର୍ଯ୍ୟଟକଙ୍କୁ ପ୍ରବେଶ କରାଇଦିଆଯିବ ନାହିଁ। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ।ଜୁନ୍ ୧୬ ତାରିଖରୁ ମୌସୁମୀ ବର୍ଷା ଥମିବା ପରେ ଶିମିଳିପାଳ ଆଭ୍ୟନ୍ତରୀଣ ରାସ୍ତା ଓ ପୋଲ ମରାମତି କାମ କରାଯିବ।ଏହା ପରେ ନଭେମ୍ବର ୧ରୁ ପୁଣି Continue Reading
Seo wordpress plugin by www.seowizard.org.