Home Posts tagged SIMALA
Odisha News
ଶିମଲା,୧୩/୫: କର୍ଣ୍ଣାଟକରେ ଭୋଟ୍ ଗଣନା ଚାଲିଥିବା ବେଳେ ଆଜି ସକାଳେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶିମ୍ଲାସ୍ଥିତ ଏକ ହନୁମାନ ମନ୍ଦିରକୁ ଯାଇ ପୂଜାଚ୍ଚର୍ନା କରିଛନ୍ତି।କଂଗ୍ରେସ ନେତାମାନଙ୍କ କହିବା ଅନୁସାରେ, ଦେଶ ଓ କର୍ଣ୍ଣାଟକ ରାଜ୍ୟରେ ଶାନ୍ତି ଓ ସମୃଦ୍ଧି ପାଇଁ ଶିମ୍ଲାର ଜାଖୁସ୍ଥିତ ହନୁମାନ ମନ୍ଦିରରେ ପ୍ରାର୍ଥନା କରିଛନ୍ତି।ସେପଟେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମ୍ମାଇ ମଧ୍ୟ ହୁବାଲ୍ଲୀସ୍ଥିତ ହନୁମାନ ମନ୍ଦିର ଦର୍ଶନ Continue Reading
Seo wordpress plugin by www.seowizard.org.