Home Posts tagged sikkim
Odisha News
ଭୁବନେଶ୍ବର,୭/୧୦: ସିକିମ ବନ୍ୟାରେ ସହିଦ ହୋଇଥିବା ସରୋଜ ଦାସଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଏହାପରେ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହାପରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ନେତା ଦିଲୀପ ମଲ୍ଲିକ, ସୁରଥ ବିଶ୍ବାଳଙ୍କ ସମେତ କେତେକ Continue Reading
Odisha News
ସିକ୍କିମ,୫/୧୦ : ସିକ୍କିମ ପ୍ରଳୟଙ୍କରୀ ବନ୍ୟାରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି। ସହିଦ୍ ହୋଇଥିବା ଓଡ଼ିଆ ଯବାନ ହେଉଛନ୍ତି ହାବିଲଦାର ସରୋଜ ଦାସ। ଭିଡ଼ିଓ କଲରେ ସହିଦ ସରୋଜଙ୍କୁ ଚିହ୍ନଟ କରିଛନ୍ତି ପରିବାର ଲୋକ। ଲୋକଙ୍କୁ ଉଦ୍ଧାର କରିବାକୁ ଯାଇ ପ୍ରଳୟଙ୍କରୀ ବନ୍ୟା ପାଣିରେ ଭାସି ଯାଇଥିଲେ ସରୋଜଙ୍କ ସମେତ ୨୩ ଭାରତୀୟ ଯବାନ। ସେମାନଙ୍କ ଭିତରୁ କେବଳ ଜଣଙ୍କୁ ଜୀବିତ ଭାବେ ଉଦ୍ଧାର କରାଯାଇଛି।ସହିଦ୍ ରୋଜ ଦାସ ହେଉଛନ୍ତି ଜଣେ ଓଡ଼ିଆ। ତାଙ୍କ ଘର ଢେଙ୍କାନାଳ […]Continue Reading
Seo wordpress plugin by www.seowizard.org.