Home Posts tagged SENIOR PRASAN PATTSANI JOINS BJP
Odisha News
ଭୁବନେଶ୍ବର,୮/୬: ଦୁଇ ମାସ ପୂର୍ବରୁ ଯେଉଁ ଚର୍ଚ୍ଚା ହେଉଥିଲା, ଏଥିରେ ଯବନିକା ପଡ଼ିଛି। ବିଜେଡି ଟିକେଟ୍ରେ ୫ଥରର ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ପଦ୍ମ ଧରିଛନ୍ତି।କାନ୍ଧରେ ବିଜେପି ଉତ୍ତରୀୟ ପକାଇଥିବା ପ୍ରସନ୍ନ ପାଟ୍ଟଶାଣୀଙ୍କ ଫଟୋ ସାମ୍ନାକୁ ଆସିଛି। ଦିଲ୍ଲୀରେ ଥିବା ନବ ନିର୍ବାଚିତ ସାଂସଦ ଓ ବରିଷ୍ଠ ବିଜେପି ନେତାଙ୍କ ସହ ଥିବା ଫଟୋ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି।ଭାରତୀୟ ଜନତା ପାର୍ଟିର ଦିଲ୍ଲୀ କାର୍ଯ୍ୟାଳୟରେ ପାଟ୍ଟଶାଣୀ ଯୋଗଦେଇଛନ୍ତି। ଏହି Continue Reading
Seo wordpress plugin by www.seowizard.org.