Home Posts tagged SCHOOL ADMISSION
Odisha News
ଭୁବନେଶ୍ୱର,୮/୮: ସ୍କୁଲରେ ନାମଲେଖା ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ। ଏନେଇ ମଙ୍ଗଳବାର ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ (ଡିଇଓ)ଙ୍କୁ ଚିଠି ଲେଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଅଶ୍ୱଥୀ ଏସ୍। ଏହି ନିର୍ଦ୍ଦେଶ ସମ୍ପର୍କରେ ସମସ୍ତ ପ୍ରଧାନଶିକ୍ଷକଙ୍କୁ ଅବଗତ କରିବାକୁ ଡିଇଓମାନଙ୍କୁ କୁହାଯାଇଛି।କିଛି ସ୍କୁଲରେ ପ୍ରଧାନଶିକ୍ଷକମାନେ ନାମଲେଖା ପାଇଁ ପିଲାମାନଙ୍କ ଆଧାରକାର୍ଡ ଜମା କରିବାକୁ ଅଭିଭାବକମାନଙ୍କୁ କହୁଥିବା କଥା ସାମ୍ନାକୁ ଆସିବା ପରେ Continue Reading
Seo wordpress plugin by www.seowizard.org.