Home Posts tagged school
Odisha News
ଭୁବନେଶ୍ବର,୨୫/୨: ଏଣିକି ଘରୋଇ ସ୍କୁଲ ଭଳି ସରକାରୀ ସ୍କୁଲ ପିଲାଙ୍କୁ ନୋଟବୁକ ଦିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି।ସେ କହିଛନ୍ତି, ନୋଟବୁକରେ ପିଲାଙ୍କୁ ହୋମ ୱାର୍କ ଓ ଶିକ୍ଷକମାନେ କଣ ପାଠ ପଢାଉଛନ୍ତି, ତାହା ଉଲ୍ଲେଖ ରହିବ, ଯାହାଫଳରେ ଅଭିଭାବକମାନେ ଜାଣିପାରିବେ ପିଲା କଣ ପଢୁଛି। ଚଳିତ ବଜେଟରେ ଶିକ୍ଷା କ୍ଷେତ୍ରକୁ ଅଧିକ ଗୁରୁତ୍ବ ଦେଇଛନ୍ତି ସରକାର।ଏଣେ ଯୁକ୍ତ ଦୁଇ ପରୀକ୍ଷା ସଂପର୍କରେ ସୂଚନା ଦେଇ Continue Reading
Odisha News
ଭୁବନେଶ୍ବର, ୧୯/୧: ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ପଞ୍ଜୀକରଣ ଓ ତଥ୍ୟ ସଂଶୋଧନ ଲାଗି ସମୟ ସୀମା ୨୦୨୩ ଜାନୁଆରି ୨୦ରୁ ଫେବ୍ରୁଆରି ୫ ତାରିଖ ପର‌୍ୟ୍ୟନ୍ତ ଧାର‌୍ୟ୍ୟ କରାଯାଇଛି।ବ୍ଲକ ଶିକ୍ଷା ଅଧିକାରୀ(ବିଇଓ) ଓ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ପଞ୍ଜୀକୃତ ହୋଇଥିବା ସ୍କୁଲଗୁଡ଼ିକୁ ଫେବ୍ରୁଆରି ୧୦ ସୁଦ୍ଧା ଯାଞ୍ଚ କରିବେ। ଫେବ୍ରୁଆରି ୧୩ରୁ ମାର୍ଚ୍ଚ ୧୬ ପର‌୍ୟ୍ୟନ୍ତ ପ୍ରଥମ ପର‌୍ୟ୍ୟାୟ ଛାତ୍ରମାନଙ୍କର ପଞ୍ଜୀକରଣ କରାଯିବ।ଏଥିସହ Continue Reading
Odisha News
କଟକ,୧୦/୧: ଆସନ୍ତାକାଲି ହେଉଛି ପୁରୁଷ ହକି ବିଶ୍ୱକପ୍ର ଉଦ୍ଘାଟନୀ ଉତ୍ସବ। କଟକର ବାରବାଟୀ ଷ୍ଟାଡିୟମରେ ଏଥିପାଇଁ କରାଯାଇଛି ବିଶେଷ କାର‌୍ୟ୍ୟକ୍ରମର ଆୟୋଜନ। ଆଉ ଏହି ଉଦ୍ଘାଟନୀ ଉତ୍ସବ ପାଇଁ ଆସନ୍ତାକାଲି କଟକ ସହରରେ ଥିବା ସମସ୍ତ ସ୍କୁଲ୍, କଲେଜ ଗୁଡ଼ିକୁ ଦିନ ୨ଟାରୁ ଛୁଟି କରି ଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ।କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି କହିଛନ୍ତି, ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ପାଇଁ କଟକରେ ଥିବା ସମସ୍ତ ସରକାରୀ Continue Reading
Odisha News
ଦେବଗଡ଼, ୧୯/୮: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ହୋଇଥିବା ସୂଚନା ମିଳିଛି । ଦେବଗଡ଼ ଜିଲ୍ଲା ତିଲେଇବଣି ଅଞ୍ଚଳରେ ଏକ ସ୍କୁଲରେ ପାଠପଢ଼ା ଚାଲିଥିବା ବେଳେ ବଜ୍ରପାତ ହେବାରୁ ୬ ଜଣ ପିଲା ଆହତ ହୋଇଛନ୍ତି। ଗୁରୁତର ପିଲାମାନଙ୍କୁ ଦେବଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଇଛି।ତିଲେଇବଣି ବ୍ଲକ ଅନ୍ତର୍ଗତ କୁଟୁରାପଶି ପ୍ରାଥମିକ ବିଦ୍ୟାଳୟରେ ବଜ୍ରପାତି ହେବାରୁ ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ଗୁରୁତର ହୋଇଛନ୍ତି । Continue Reading
Top Stories
କୋଣାର୍କ, ୨୭/୬: ସ୍କୁଲ ସମୟ ଆରମ୍ଭ ହୋଇ ସାରିଥିଲା। ମାତ୍ର ଏପରି ସମୟରେ ୨ ଶିକ୍ଷୟିତ୍ରୀ କ୍ଲାସ୍ରେ ପାଠ ପଢ଼ାଇବା ବଦଳରେ ରାସ୍ତାରେ ସ୍କୁଟିରେ ଯାଉଥିଲେ। ହଠାତ୍ ଗଣଶିକ୍ଷା ମନ୍ତ୍ରୀଙ୍କ ହାବୁଡ଼ରେ ପଡ଼ି ହଡ଼ବଡ଼େଇ ଗଲେ ଶିକ୍ଷୟିତ୍ରୀଦ୍ୱୟ ।ମନ୍ତ୍ରୀମହୋଦୟ ବିଳମ୍ବର କାରଣ ପଚାରିବାରୁ ସେମାନେ ସନ୍ତୋଷଜନକ ଉତ୍ତର ଦେଇପାରି ନ ଥିଲେ । ଏଥିରେ ଅସନ୍ତୁଷ୍ଟ ହୋଇ ପଡ଼ିଥିବା ମନ୍ତ୍ରୀ ତୁରନ୍ତ ସ୍କୁଲକୁ ଯାଇଥିବା ବେଳେ ଯାହା ଦେଖିଥିଲେ ତାହାକୁ ବିଶ୍ୱାସ କରିପାରି ନ Continue Reading
Odisha News
ଭୁବନେଶ୍ବର, ୧୧/୬: ରାଜ୍ୟରେ ବିଦ୍ୟାଳୟରେ ଏବେ ଖରାଛୁଟି ଚାଲିଛି। ଖରାଛୁଟି ସରିବା ପରେ କିଭଳି ଭାବେ ବିଦ୍ୟାଳୟରେ ପାଠ ପଢାଯିବ ସେନେଇ ଓଡ଼ିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ(ଓସେପା) ପକ୍ଷରୁ ନିୟମାବଳୀ ଜାରି କରାଯାଇଛି।ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ଜିଲା ପ୍ରକଳ୍ପ ସଂଯୋଜକ(ଡିପିସି)ଙ୍କୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦେଶକ ଅନୁପମ ଶାହା ଚିଠି ଲେଖିଛନ୍ତି।ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଖରାଛୁଟି ସରିବା ପରେ ନୂଆ ଶିକ୍ଷାବର୍ଷ ଆରମ୍ଭ Continue Reading
Odisha News
ବିନିକା, ୯/୫: ସୁବର୍ଣ୍ଣପୁର ଜିଲ୍ଲାର ବିନିକା କଲେଜ ଛକରେ ସ୍କୁଲ ଗାଡ଼ିରେ ନିଆଁ ଲାଗିଯିବାରୁ ସ୍ଥାନୀୟ ଲୋକମାନେ ନିଆଁକୁ ଆୟତ୍ତ କରି ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର କରିଥିଲେ।ଆଜି ସକାଳେ ଉଲୁଣ୍ଡା ପଟରୁ ମହାନଦୀ ପୋଲ ପାର ହୋଇ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ବିନିକାର ଏକ ଘରୋଇ ସ୍କୁଲକୁ ଯାଉଥିବା ମାରୁତି ଭ୍ୟାନ୍ (ଓଆର ୧୫ ଏଲ ୮୮୬୮)ରେ ନିଆଁ ଲାଗିଥିଲା। ତେବେ ଏଥିରୁ ଅଳ୍ପକେ ୧୨ ଛାତ୍ରଛାତ୍ରୀ ବର୍ତ୍ତିଯାଇଥିଲେ।ବିନିକା କଲେଜ ଛକରେ ହଠାତ ଗାଡ଼ିରୁ Continue Reading
Odisha News
ଭୁବନେଶ୍ୱର,୩୦/୪: ରାଜ୍ୟରେ ସକାଳୁ ସ୍କୁଲ୍ ସମୟରେ ପରିବର୍ତ୍ତନ ହେଲା। ମେ’ ୨ ତାରିଖରୁ ପିଲାମାନେ ସକାଳ ୬ଟାରୁ ସ୍କୁଲ୍କୁ ଯିବେ। ଆଉ ସକାଳ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବ।ପୂର୍ବରୁ ସରକାର ଏନେଇ ଘୋଷଣା କରିଥିବା ବେଳେ ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ବୋର୍ଡ ଏବଂ କାଉନସିଲ ପକ୍ଷରୁ ଚାଲିଥିବା ପରୀକ୍ଷା ସୂଚୀକୁ ଅପରିବର୍ତ୍ତିତ ରଖାଯାଇଛି।ଏହି ବିଜ୍ଞପ୍ତିରେ ଆହୁରି କୁହାଯାଇଛି, ଓସେପା Continue Reading
Odisha News
ଭୁବନେଶ୍ୱର ୨୯।୪ : ଆଜିଠୁ ମାଟ୍ରିକ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ମାଟ୍ରିକ୍, ମଧ୍ୟମା, ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଜିଠୁ ଆରମ୍ଭ ହେବ।ଏହା ମେ ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରବଳ ଗ୍ରୀଷ୍ମ ପ୍ରଭାବ ପାଇଁ ଦ୍ବିତୀୟ ସିଟିଂରେ ହେବାକୁ ଥିବା ମଧ୍ୟମା ଓ ମୁକ୍ତବିଦ୍ୟାଳୟର ତିନିଟି ପରୀକ୍ଷା ସୂଚୀକୁ ବଦଳାଇ ପ୍ରଥମ ସିଟିଂକୁ ଅଣାଯାଇଛି।ପ୍ରଥମ ସିଟିଂପରୀକ୍ଷା ସକାଳ ୮ଟାରୁ ୧୦ଟା ମଧ୍ୟରେ ହେବ। ପ୍ରଥମ ଦିନ Continue Reading
Odisha News
ଭୁବନେଶ୍ବର,୨୫/୪: ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଏପ୍ରିଲ ୨୬ ତାରିଖ ଠାରୁ ୫ ଦିନ ପାଇଁ ଛୁଟି ରହିବ।ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ୫ ଦିନ ପାଇଁ ସ୍କୁଲ ଗୁଡ଼ିକ ଛୁଟି ରହିବ। ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।ତେବେ ସ୍କୁଲ ଛୁଟି ସତ୍ତ୍ୱେ ମାଟ୍ରିକ ଓ +୨ ପରୀକ୍ଷା ଚାଲୁ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ରାଜ୍ୟ […]Continue Reading
Seo wordpress plugin by www.seowizard.org.