Home Posts tagged Satkosia sanctuary
Odisha News
ସାତକୋଶିଆ, ୧୭/୧୦ : ସାତକୋଶିଆ ଅଭୟାରଣ୍ୟକୁ ପୁଣି ଫେରିବେ ମହାବଳ ବାଘ। ୧୨ରୁ ୧୪ ମହାବଳ ବାଘ ଖୁବ୍ ଶୀଘ୍ର ସାତକୋଶିଆରେ ବିଚରଣ କରିବାକୁ ଲାଗିବେ। ତେବେ ବାଘ ଆସିବା ପୂର୍ବରୁ ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ୧୨ଟି ଅତ୍ୟାଧୁନିକ ପାଟ୍ରୋଲିଂ ଭ୍ୟାନ ମିଳିଛି।ଅଭୟାରଣ୍ୟର ରେଞ୍ଜ ଅଫିସ ଦକ୍ଷତା ବଢ଼ାଇବା ପାଇଁ ଦିଆଯାଇଛି ଏସବୁ ଅତ୍ୟାଧୁନିକ ପାଟ୍ରୋଲିଂ ଗାଡ଼ି। ପ୍ରତେକ ଦିନ ଏହି ପାଟ୍ରୋଲିଂ ଭ୍ୟାନ ସାତକୋଶିଆ ଅଭୟାରଣ୍ୟରେ ମଧ୍ୟ ବୁଲିବା ସହିତ ମହାବଳ ବାଘଙ୍କ Continue Reading
Odisha News
ଅନୁଗୁଳ, ୨୭/୮: ଅନୁଗୁଳ ଜିଲ୍ଲା ସାତକୋସିଆ ଅଭୟାରଣ୍ୟ ଜଗନ୍ନାଥପୁର ନିକଟରେ ଏକ ଦନ୍ତାର ମୁତ୍ୟୁ ଘଟିଛି । ବିଦ୍ୟୁତ ଆଘାତ ଖାଇ ହାତୀର ମୁତ୍ୟୁ ହୋଇଛି ।ସୁଚନା ଅନୁସାରେ, ବାର୍‌ହା ଶିକାର ପାଇଁ ଶିକାରୀ ବିଦ୍ୟୁତ୍ ଚାଜ୍‌ର୍ ହୋଇଥିବା ଫାଶ ବସାଇଥିଲା । ହେଲେ ସେହି ବିଦ୍ୟୁତ୍ ଫାସରେ ଦନ୍ତା ପଡିଯାଇଥିଲା । ଫଳରେ ଦନ୍ତାର ମୁତ୍ୟୁ ହୋଇଛି । ଏନେଇ ଆର୍‌ସିସିଏଫ୍ ଯୋଗାନନ୍ଦ ସୂଚନା ଦେଇଛନ୍ତି ।ବିଦ୍ୟୁତ୍ ଆଘାତରେ ହାତୀ ମୁତ୍ୟୁ ହେବା ରାଜ୍ୟରେ ଏହା […]Continue Reading
Seo wordpress plugin by www.seowizard.org.