Home Posts tagged Sambalpur (Page 10)
Odisha News
ସମ୍ବଲପୁର,୧୫/୨:ସମ୍ବଲପୁରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ ଧନୁପାଲି ଥାନାଧିକାରୀ ଅନିତା ପ୍ରଧାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।ପରେ ପରେ ଏହାକୁ ନେଇ ପୁଲିସ ସହ ବିଜେପି କର୍ମୀଙ୍କ ଧସ୍ତାଧସ୍ତି ହୋଇଛି। ଆଜି ଘଟିଥିବା ଏହି ଘଟଣା ପୁଣି ପୁଲିସ ବ୍ୟବସ୍ଥା ଓ ନିର୍ବାଚିତ ଜନପ୍ରତିନିଧିଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇଶୃଙ୍ଖଳା ପରିସ୍ଥିତିକୁ ବିରୋଧ କରି ଆଜି ବିଜେପି Continue Reading
Odisha News
ସମ୍ବଲପୁର ,୮/୨:ଚଳନ୍ତା ଟ୍ରକରେ ନିଆଁ ଲାଗି ଯିବାରୁ ଜୀବନ ଦଗ୍ଧ ହୋଇଗଲେ ଡ୍ରାଇଭର। ଏପରି ହୃଦୟବିଦାରକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ତେରବେଡା ନିକଟରେ। ମୃତ ଡ୍ରାଇଭର ଜଣଙ୍କର ପରିଚୟ ମିଳିନାହିଁ।ଗତକାଲି ବିଳମ୍ବିତ ରାତିରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ତେରଵେଡା ନିକଟରେ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ପରେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ, ଗାଡି ଭିତରୁ ଡ୍ରାଇଭର ବାହାରି Continue Reading
Odisha News
ଗଡ଼ପୋଷ,୨୪/୧: ସମ୍ବଲପୁର ଜିଲ୍ଲା ଗଡ଼ପୋଷରେ ବୋଲେରୋ ଜଳି ଜଣେ ଜୀବନ୍ତ ଦଗ୍ଧ ହବୋ ଘଟଣାରେ ପୁଲିସ୍ ତନାଘନା କରିଛି।ଦୁର୍ଘଟଣା ପରେ ଚାଳକ ଫେରାର ମାରିଥିବା ହେତୁ ପୁଲିସ୍ ଗାଡ଼ି ମାଲିକଙ୍କୁ ପଚରାଉଚରା କରିଛି। ଗାଡ଼ି ମାଲିକଙ୍କ କହିବା ଅନୁଯାୟୀ ଚାଳକ ତାଙ୍କୁ ମିଛ କହି ଗାଡ଼ି ନେଇଥିଲା ଏବଂ ଦୁର୍ଘଟଣା ପରେ ସେ ଚିନ୍ତିତ ଅଛନ୍ତି। ତେଣେ ପୁଲିସ ଚାଳକକୁ ଖୋଜୁଛି।ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଗଡ଼ପୋଷ ପଞ୍ଚାୟତ ଅନ୍ତର୍ଗତ କରଲାଖମନ Continue Reading
Odisha News
ସମ୍ବଲପୁର,୩/୧: ପ୍ରାୟ ୨୦ ଦିନ ପରେ ଚଳଚଞ୍ଚଳ ହୋଇଛି ସମ୍ବଲପୁର କୋର୍ଟ । ସ୍ୱାଭାବିକ ହୋଇଛି କୋର୍ଟ କାର୍ଯ୍ୟ। ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଆଇନଜୀବୀ। କଚେରୀ ପରିସରରେ ଲାଗୁ ହୋଇଥିବା ୧୪୪ ଧାରାକୁ ହଟାଇ ଦିଆଯାଇଥିବା ବେଳେ ଫୋର୍ସ ବି ପ୍ରତ୍ୟାହାର କରି ନିଆଯାଇଛି।ମାତ୍ର କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବାକୁ କିଛି ପୁଲିସ୍ କର୍ମୀ ସମ୍ବଲପୁର କୋର୍ଟରେ ମୁତୟନ ହୋଇଛନ୍ତି। ଦୀର୍ଘ ଦିନ ହେଲା କୋର୍ଟକୁ ଯିବାକୁ ରାସ୍ତା ଅବରୋଧ କରୁଥିବା Continue Reading
Odisha News
ସମ୍ବଲପୁର,୧୫/୧୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବିରେ ହଙ୍ଗାମା କରିବା ଆଇନଜୀବୀଙ୍କୁ ମହଙ୍ଗା ପଡ଼ିଛି। ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଗିରଫଦାରୀ ସଂଖ୍ୟା ବଢ଼ିବାରେ ଲାଗିଛି।ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦିପ ବହିଦାରଙ୍କ ସମେତ ୮ ଜଣ ଓକିଲଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିଛି। ପୁଲିସ Continue Reading
Odisha News
ସମ୍ବଲପୁର,୩/୧୨: ସମ୍ବଲପୁର ଜିଲ୍ଲା ଡେବ୍ରିଗଡ ଅଭୟାରଣ୍ୟରେ ବୁଲୁଛି ମହାବଳ ବାଘ। ଚଳିତମାସ ଡିସେମ୍ବର ୧ ତାରିଖରେ ଏହି ଅଣ୍ଡିରା ମହାବଳ ଅଭୟାରଣ୍ୟକୁ ପଶି ଆସିଛି। ମହାବଳ ବାଘ ବୁଲୁଥିବା ନିଆଯାଇଥିବା ଏକ ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଥିବା ହୀରାକୁଦ ବନ୍ୟ ପ୍ରାଣୀ ଡିଭିଜନ ଡିଏଫ୍ଓ ଅଂଶୁପ୍ରଜ୍ଞା ଦାଶ ଆଜି କହିଛନ୍ତି।ତେବେ ଏହି ବାଘର ଡେବ୍ରିଗଡ ଜଙ୍ଗଲରେ ଜନ୍ମ ନେବା ପରେ ଦେଖାଦେଇଛି, ନା ପଡ଼ୋଶୀ ଛତିଶଗଡ଼ ଜଙ୍ଗଲରୁ ଚାଲି ଆସିଛି ତାହା ସ୍ପଷ୍ଟ ହୋଇନି। ତେବେ Continue Reading
Odisha News
ସମ୍ବଲପୁର, ୩୦/୧୧: ମା’ ମାଟିର ହକ୍ ପାଇଁ ଅଞ୍ଚଳବାସୀ ଚଳାଇଥିବା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ସମ୍ବଲପୁରରେ ଥମିବାର ନାଁ ଧରୁନି। ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶକୁ ବି ମାନିଲେନି ଓକିଲ ସଂଘ। ସୁପ୍ରିମକୋର୍ଟଙ୍କ ଚେତାବନୀ ସତ୍ତ୍ବେ ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆଜି ମଧ୍ୟ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ଦାବି ଆନ୍ଦୋଳନ ଜାରି ରଖିଛନ୍ତି। ଟିକେଟିଂ କରି ସବୁ ସରକାରୀ କାର‌୍ୟ୍ୟାଳୟ ବନ୍ଦ କରି ଦେଇଛନ୍ତି। ଉତ୍ତରାଞ୍ଚଳ ଆର୍ଡିସି, ଜିଲ୍ଲାପାଳ, Continue Reading
Odisha News
ସମ୍ବଲପୁର,୧୧/୧୧: ସମ୍ବଲପୁର ଜିଲ୍ଲା ଠେଲକୋଲି ଥାନା ଅନ୍ତର୍ଗତ ଖିଣ୍ଡା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ଏକ ଯାତ୍ରୀବାହୀ ବସ୍‌କୁ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଝାରସୁଗୁଡ଼ା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ ଯାତ୍ରୀଙ୍କର ପରିଚୟ ମିଳିନାହିଁ। ଚ୍ଚଆଜି ସକାଳେ ‘ମହାଲକ୍ଷ୍ମୀ’ ନାମକ ଯାତ୍ରୀବାହୀ ବସ୍‌ଟି ଝାରସୁଗୁଡ଼ାରୁ ସମ୍ବଲପୁର Continue Reading