Home Posts tagged salepur
Odisha News
ଜଗତସିଂହପୁର/ସୋର/ସାଲେପୁର,, ୨୬/୩: ବିଭିନ୍ନ ସ୍ଥାନରେ ହୋଲିରେ ଅଘଟଣ ଘଟିଛି। ପୋଖରୀରେ ଗାଧୋଇଲା ବେଳେ ବୁଡ଼ିଯାଇ ୨ଜଣଙ୍କର ମୃତ୍ୟୁ ଘଟିଛି। କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର ଜଣଙ୍କ ହେଲେ ଛାଣିପୁରର ଆଶିଷ କୁମାର ଦାସ।ଆଶିଷ ସାଙ୍ଗମାନଙ୍କ ସହ ହୋଲି ଖେଳିସାରି ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ତାଙ୍କ ଗୋଡ଼ ଖସିଯାଇଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର Continue Reading
Odisha News
ସାଲେପୁର,୧୧/୧୧: ଅଙ୍ଗନୱାଡି କେନ୍ଦ୍ରରେ କୁନି କୁନି ପିଲା ପାଠ ପଢ଼ୁଥିବା ବେଳେ ହଠାତ୍ ଘଟିଲା ଅଘଟଣ । ଗ୍ୟାସ୍ ଟାଙ୍କି ଫାଟି ନିମିଷେକ ମଧ୍ୟରେ ହୁତୁହୁତୁ ହୋଇ ଜଳିଉଠିଲା ସମ୍ପୂର୍ଣ୍ଣ ଅଙ୍ଗନୱାଡି କେନ୍ଦ୍ର । ହେଲେ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସବୁ କୁନି କୁନି ପିଲା। ଆଜି ଏପରି ଲୋମଟାଙ୍କୁରା ଘଟଣା ମାହାଙ୍ଗା ବ୍ଲକ ଲଳିତଗିରି ଗାଁରେ ଘଟିଛି।ସବୁଦିନ ପରି ଆଜି ବି ସ୍ୱାଭାବିକ ଭାବେ ଲଳିତଗିରି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ରରେ Continue Reading
Odisha News
ସାଲେପୁର,୧୪/୧୦: : ପୋଷ୍ଟ ମାଷ୍ଟର ଏବଂ ପୋଷ୍ଟ ପିଅନଙ୍କ ମଧୁ ଚନ୍ଦ୍ରିକା। ଲୁଟି ନେଲେ ଜମାକାରୀଙ୍କ ଲକ୍ଷାଧିକ ଟଙ୍କା। ପଚାରିଲେ ପୋଷ୍ଟ ମାଷ୍ଟର କହୁଛନ୍ତି ମୁଁ ଏ ବିଷୟରେ କିଛି ଜାଣିନି।ଏମିତି ଘଟଣା କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ ପୁରୁଣା ହାଟ ପୋଷ୍ଟ ଅଫିସରେ ଘଟିଛି। ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ପୋଷ୍ଟ ମାଷ୍ଟର ଏବଂ ପୋଷ୍ଟ ପିଅନ ମିଲିଭଗତରେ ହରିଲୁଟ କରିଥିବା ଜମାକାରୀ ଅଭିଯୋଗ କରିଛନ୍ତି।ଅଭିଯୋଗ ପରେ ତଦନ୍ତ ହେବାରୁ ଜଣା ପଡିଛି ଯେ, Continue Reading
Odisha News
ସାଲେପୁର,୨୩/୬ : ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ଥାନା ସମ୍ମୁଖରେ ହିଁ ନିଜ ଦେହରେ ନିଆଁ ଲଗାଇଦେଲେ ଯୁବକ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।ଏପରି ଏକ ଅଭାବନୀୟ ଘଟଣା ଆଜି କିଶନନଗର ଥାନା ସମ୍ମୁଖରେ ଘଟିଛି। ଗୁରୁତର ହୋଇଥିବା ଯୁବକଜଣକ ସ୍ଥାନୀୟ ଅଞ୍ଚଳର ଗୁଣନିଧୀ ବିଶୋୟୀ ବୋଲି ଜଣାପଡ଼ିଛି।ସୂଚନା ଅନୁଯାୟୀ, ଜମିବାଡ଼ି ବିବାଦ ନେଇ ପ୍ରାୟ ୮ ଦିନ […]Continue Reading
Seo wordpress plugin by www.seowizard.org.