Home Posts tagged rucika suicide cases
Odisha News
ଭୁବନେଶ୍ବର, ୧୯/୭: ବିଜେବି କଲେଜ୍ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ମାମଲାରେ ନବନିର୍ମାଣ ଯୁବଛାତ୍ର ସଂଗଠନ ପକ୍ଷରୁ ଆଜି ଓଡ଼ିଶା ବନ୍ଦ ପାଳନ କରାଯାଉଛି। ତେବେ ରାଜ୍ୟର ଅଧିକାଂଶ ସ୍ଥାନରେ ବସ୍ ସମେତ ଅନ୍ୟାନ୍ୟ ଯାନବାହାନ ଚଳାଚଳ ସକାଳେ ସ୍ବାଭାବିକ ଥିବାର ସୂଚନା ରହିଛି।କଟକ-ଭୁବନେଶ୍ବରରେ ମୋ ବସ୍ ଚଳାଚଳ କାରୁଛି। ତେବେ ଆଜି ସକାଳେ ଚାଲୁଥିବା ବସଗୁଡ଼ିକରେ ବିଶେଷ ଯାତ୍ରୀ ହେଉନଥିବା ପରିଲକ୍ଷିତ ହେଉଛି।ଏଯାଏ କୌଣସି ସ୍ଥାନରେ ରାସ୍ତା ଅବରୋଧ ବା Continue Reading
Seo wordpress plugin by www.seowizard.org.