Home Posts tagged Rourkela (Page 4)
Odisha News
ରାଉରକେଲା, ୨୨/ ୬: ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା ଥାନାର ଖୁଟୁଗାଁ ଗ୍ରାମରେ ଘରୋଇ କଳିକୁ ନେଇ ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଛି।ଖୁଟୁଗାଁ ଗ୍ରାମର ବିଶୁ କୁମୁରା ଏବଂ ବାଡ଼ି କୁମୁରା ଦୁଇ ଭାଇ ଏକାଠି ରହୁଥିବାବେଳେ ବିଳମ୍ବିତ ରାତିର ଦୁଇ ଭାଇଙ୍କ ମଧ୍ୟରେ ଝଗଡା ହୋଇଥିଲା।ଏଥିରେ ବଡ଼ ଭାଇ ରାଗି ଯାଇ ଟାଙ୍ଗିଆରେ ସାନ ଭାଇକୁ ହତ୍ୟା କରିଥିଲା। ପରେ ସେଠାରୁ ଫେରାର ହେଉଥିବା ବେଳେ ଗ୍ରାମବାସୀ ତାକୁ ସେଠାରେ ଅଟକ ରଖିଥିଲେ।ବୁଧବାର ସକାଳେ Continue Reading
Odisha News
ରାଉରକେଲା, ୨୧/୪: ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି କବାଡିଆକୁ ବହି ବିକିବା ପ୍ରଧାନ ଶିକ୍ଷକଙ୍କୁ ମହଙ୍ଗା ପଡିଛି। ତଦନ୍ତ ପରେ ବ୍ଲକ ଶିକ୍ଷା ଅଧିକାରୀ କୋଇଡା ବ୍ଲକ ସର୍ଗିଗଡ଼ ସରକାରୀ ପ୍ରକଳ୍ପ ବିଧ୍ୟାଳୟ ପ୍ରଧାନ ଶିକ୍ଷକ ଛନ୍ଦା ଚରଣ ସିଂଙ୍କୁ ଚକାରୀରୁ ନିଲମ୍ବିତ କରିଛନ୍ତି ।ଗତକାଲି ଛାତ୍ରଛାତ୍ରୀ ପାଇଁ ସରକାରଙ୍କ ତରଫରୁ ମାଗଣାରେ ବହି ଯୋଗାଇ ଦିଆ ଯାଇଥିବା ବେଳେ ସେହି ବହିକୁ ବିଦ୍ୟାଳୟ କତ୍ତୃପକ୍ଷ ବାଣ୍ଟିବା ବଦଳରେ କବାଡି ବାଲାକୁ Continue Reading
Odisha News
ରାଉରକେଲା, ୧୭/୪: IPL ବେଟିଙ୍ଗକୁ ନେଇ ରାଉରକେଲାରୁ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍ । ବୀରମିତ୍ରପୁର ପୋଲିସ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଛି ।ଏଥିସହିତ ୧୮ ମୋବାଇଲ ଏବଂ ଗୋଟିଏ ଲାପଟପ୍ ସହ ଗୋଟିଏ ଟାବ୍ ଜବତ କରିଛି ।ଜୁମୁନାନାକୀ ଅଂଚଳର ଏକ ଭଡ଼ା ଘରେ ଏହି IPL ବେଟିଙ୍ଗ ଚାଲିଥିବା ବେଳେ ବିରମିତ୍ରପୁର ପୋଲିସ ଚଢ଼ାଉ କରିଥିଲା ।ଏହି ବେଟିଂରେ ଅନ୍ୟ କେଉଁମାନଙ୍କର ସଂପୃକ୍ତି ରହିଛି ସେ ନେଇ ତଦନ୍ତ କରୁଛି ବିରମିତ୍ରପୁର […]Continue Reading
Odisha News
ରାଉରକେଲା,୩୧/୩ : ଗତ ୩ ଦିନ ଧରି ପାଉଁଶକଣା ଓ ଧଳାଧୂଆଁରେ ଆଚ୍ଛାଦିତ ହୋଇଯାଉଛି ଇସ୍ପାତ ସହର। ଘରଦ୍ୱାର, ସବୁଜିମା ଯୁ୍ଆଡ଼େ ଦେଖିବ ଧଳାଧୂଆଁ। ଏହି ଧୂଆଁର ପ୍ରଭାବରେ ସହରର ଅନେକ ଅଞ୍ଚଳରେ ବୃଦ୍ଧବୃଦ୍ଧା ଓ ପିଲାମାନେ ଘରୁ ବାହାରି ପାରୁନାହାନ୍ତି। ସମସ୍ତଙ୍କର ଆଖି ଜଳୁଛି। ଠିକ୍ ଭାବେ ବାଟ ଦିଶୁନି। ସକାଳୁ ଆରମ୍ଭ ହୋଇ ମଧ୍ୟାହ୍ନ ପର‌୍ୟ୍ୟନ୍ତ, ଏପରିକି ତା’ର ଆହୁରି ଘଣ୍ଟେ ଦୁଇଘଣ୍ଟା ପର‌୍ୟ୍ୟନ୍ତ ଧୂଆଁ ରାଉରକେଲା ଓ ଆଖପାଖ ଅଞ୍ଚଳର ଆକାଶରୁ ହଟୁନି Continue Reading
Odisha News
ରାଉରକେଲା ୧୬/୩ : ବନ୍ଧା ହେଲେ ରସିକିଆ ଗଣିତ ସାର୍ । ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହୋଇଥିବା ଘଟଣାରେ ଟିଉସନ ସାର୍ ଯୋଗେଶ ଶର୍ମାଙ୍କୁ ଗିରଫ କରିଛି ପୋଲିସ । ସୁନ୍ଦରଗଡ଼ କୁତ୍ରା ଥାନା ଅଞ୍ଚଳରେ ଘଟଣା ।ଖବର ଅନୁଯାୟୀ, ଗତ ୫ ତାରିଖ ଦିନ ନାବାଳିକାଙ୍କୁ ନେଇ କେଉଁଆଡେ ଫେରାର ହୋଇଯାଇଥିଲେ ଟିଉସନ ସାର୍ । ପରିବାରର ଅଭିଯୋଗ ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ ।ଶେଷରେ ଟିଉସନ୍ ସାର୍ଙ୍କୁ ବାନ୍ଧିଛି ପୋଲିସ । […]Continue Reading
Seo wordpress plugin by www.seowizard.org.