Home Posts tagged road accident in bhubaneswar
Odisha News
ଭୁବନେଶ୍ୱର,୧୩/୧ : ରାଜଧାନୀ ଭୁବନେଶ୍ବର ଉପକଣ୍ଠ ଯାଆଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟାଟା ଏସିଇକୁ ଧକ୍କା ଦେଲା ଏକ କାର୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ଜଣେ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁଯାୟୀ ଖୋର୍ଦ୍ଧା ଆସୁଥିବା କାର୍ ଭୁବନେଶ୍ବର ଯାଉଥିବାବେଳେ ହଠାତ ରୋଡ୍ ଡିଭାଇଡର ଭାଙ୍ଗି ବିପରୀତ ପଟୁରୁ ଟାଟା ଏସିଇକୁ ଧକ୍କା ଦେଇଥିଲା।ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ Continue Reading