Home Posts tagged reshsuffle in oa officer level
Odisha News
ଭୁବନେଶ୍ୱର,୩୧/୩ : ଓଏଏସ୍ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏହି ପ୍ରକ୍ରିୟାରେ ୬ ଜଣ ଓଏଏସ୍ ଅଧିକାରୀଙ୍କୁ ମିଳିଛି ନୂଆ ଦାୟିତ୍ୱ।କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ (ସିଏମସି)ର ଅତିରିକ୍ତ କମିଶନର ଭାବେ ବଦଳି କରାଯାଇଛି। ପୂର୍ବରୁ ସେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲର ରେଜିଷ୍ଟ୍ରାର (ଆଡ୍ମିନିଷ୍ଟ୍ରେସନ୍) ଭାବେ କାର‌୍ୟ୍ୟ କରୁଥିଲେ।ଅନ୍ୟପକ୍ଷରେ କଟକ ମହାନଗର ନିଗମ (ସିଏମ୍ସି)ରେ ଅତିରିକ୍ତ କମିଶନର ଭାବେ କାର‌୍ୟ୍ୟ Continue Reading
Seo wordpress plugin by www.seowizard.org.