Home Posts tagged reports by sudam patra
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟଉଦୟପୁର,୨୪/୧ : (ଇମିସି)ଭୋଗରାଇ ବ୍ଲକ ମନ୍ଦାର ସାହି ଗ୍ରାମପଞ୍ଚାୟତ ଅଧୀନ ମନ୍ଦାର ସାହି ପାଟଣା ଗ୍ରାମରେ ସ୍ୱର୍ଗତ ନାରାୟଣ ଦାସ ଏବଂ ଲକ୍ଷ୍ମୀକାନ୍ତ ଦାସଙ୍କ ଘରେ ପହଞ୍ଚି ବାପ ଛେଉଣ୍ଡ ପିଲାମାନଙ୍କୁ ମାଗଣାରେ ପାଠ ପଢ଼ାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବିଶିଷ୍ଟ ଶିକ୍ଷାବିତ୍ ଇଞ୍ଜିନିୟର ବିଦୁବେନ୍ଦୁ ପାତ୍ର ।ସୂଚନାରୁ ପ୍ରକାଶ ଯେ ଆଜି ସନ୍ଧ୍ୟାରେ ଶ୍ରୀଯୁକ୍ତ ପାତ୍ର ସ୍ୱର୍ଗତ ଦାସଙ୍କ ଘରେ ପହଞ୍ଚି ଥିଲେ । ତାଙ୍କ ସହିତ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟଭୁବନେଶ୍ୱର, ୯/୧ : ରାଜ୍ୟ ପାଇଁ ହଜାରେ ରୁ ଉର୍ଦ୍ଧ୍ବ ରୋଜଗାର ପାଇଁ ପ୍ରତିଶ୍ରୁତିବଦ୍ଧ । ଇଂ ଦୀପକ କୁମାର ମଲ୍ଲିକ, ପରିଚାଳନା ନିର୍ଦ୍ଦେଶକ, ଆଇଡାକ୍ସ କନ୍ସଲ୍ଟିଂ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ ଲିମିଟେଡ ।ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଯୁବ ଉଦ୍ୟୋଗୀ ଇଂ ଦୀପକ କୁମାର ମଲ୍ଲିକ ଙ୍କୁ ଉତ୍ସାହିତ କରିଛନ୍ତି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ପ୍ରୋ ଇଣ୍ଡଷ୍ଟ୍ରି ରାଜ୍ୟଆଇଡାକ୍ସ କନ୍ସଲ୍ଟିଂ ଆଣ୍ଡ ରିସର୍ଚ୍ଚ Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟରେମୁଣା,୧୦/୧୨: ରେମୁଣା ବ୍ଲକ ଅନ୍ତର୍ଗତ ନିଜାମପୁର ଗ୍ରାମ ପଞ୍ଚାୟତ ର ଦୁମୁଦା ଠାରେ ଏକ ବିଶାଳ ଯୁବ ସମାବେଶ ଯୁବନେତା ଇଂ ଦୀପକ ମଲ୍ଲିକ ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୩୯ ନମ୍ବର ୭ଗୋଟି ଓ ୩୬ ନମ୍ବର ଯୋନ ର ୩ ଗୋଟି ପଞ୍ଚାୟତ ରୁ ବହୁ ଦୀପକ ପ୍ରେମୀ ଏବଂ ସମର୍ଥକ ମାନେ ସାମିଲ ହୋଇଥିଲେ ।ଏହି ପରିପ୍ରେକ୍ଷୀରେ ପ୍ରାରମ୍ଭରେ ୨୦୦ ରୁ ଉର୍ଦ୍ଧ୍ବ […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର,୨୨/୮: ବାଲେଶ୍ୱର ଜିଲ୍ଲାରେ କାର୍ଯ୍ୟରତ ପଞ୍ଚାୟତ ଅଧିକାରୀ ମାନେ ନିଜର ୨ଦଫା ଦାବି ନେଇ ୨୦/୦୮ ଠାରୁ ଅନିର୍ଦିଷ୍ଟକାଳ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଆନ୍ଦଳନ କରିଆସୁଛନ୍ତି।ପଞ୍ଚାୟତ ଅଧିକାରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ +୨ ରୁ +୩ ଉନ୍ନୀତ କରିବା।ଦରମା ହାର ଲେବେଲ ୫ ରୁ ୯ କୁ ବୃଦ୍ଧି କରିବା । ଦ୍ବିତୀୟତ ଜଣେ ନିର୍ବାହୀ ଅଧିକାରୀ ୩୦ ରୁ ୪୦ ବର୍ଷ ଚାକିରୀ କରିଲେ ମଧ୍ୟେ ପ୍ରମୋଶନ ର ସୁବିଧା ନ Continue Reading
Top Stories
BY SUDAM PATRA New Delhi, Oct 10 : Star International MSME Forum awards being presented to the best performing MSME companies across India every year and this year the event was held at Le Méridien , New Delhi on 08th October 2022. In this event the best performing MSME registered companies are being nominated in […]Continue Reading
Odisha News
ସୁଦାମ ପାତ୍ରଙ୍କ ରିପୋର୍ଟବାଲେଶ୍ୱର, ୭/୧୦: ଦୁର୍ଗତିନାସିନି ମା ଦୁର୍ଗା ଙ୍କର ପୂଜା ଉପଲକ୍ଷେ ଗେଙ୍ଗୁଟି ପଞ୍ଚାୟତ ର କେନ୍ଦ୍ର ସ୍ଥଳ ସାଉଁ ଛକ ଠାରେ ବିରାଟ ରାବଣ ପୋଡି ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବ ରେ ଗେଙ୍ଗୁଟି ସରପଞ୍ଚ ମଞ୍ଜୁଲତା ଆଚାର୍ଯ୍ୟ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ବାଲେଶ୍ୱର ଜିଲ୍ଲାପରିଷଦ ଅଧ୍ୟକ୍ଷ ତଥା ଜନପ୍ରିୟ ଯୁବ ନେତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ା, ପାଖ ପଂଚାୟତ […]Continue Reading
Seo wordpress plugin by www.seowizard.org.