Home Posts tagged reports by sanjaya kumar panigrahi (Page 32)
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ କନ୍ଧମାଳ,୧୯/୭: କନ୍ଧମାଳ ଜିଲ୍ଲା ଫୁଲବାଣୀ ତ୍ବରିତ ଓ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଘଟଣାର ୮ ଜଣ ସାକ୍ଷୀ ,ଡାକ୍ତରୀ ରିପୋର୍ଟ,ପିଡିତାଙ୍କ ବୟାନ ଓ ପ୍ରମାଣ ଆଧାର ରେ ମାମଲାର ଅଭିଯୁକ୍ତ ଖଜୁରୀପଡା ଥାନା ଅନ୍ତର୍ଗତ ବନ୍ଧସାହି ର ସିପୁ ବେହେରା (୩୧)କୁ ଦୋଷୀ ସାବ୍ୟସ୍ତ କରିବା ସହ ତାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସମେତ ୨୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୯/୭: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ +୩ ଅନ୍ତିମ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି।ଉକ୍ତ ଉତ୍ସବରେ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସୀ ଅଧ୍ୟକ୍ଷତା କରିଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ବିଭୂତିଭୂଷଣ ଆଚାର୍ଯ୍ୟ ଉଦବୋଧନ ଛଳରେ ବିଭାଗର ସ୍ମୁତିଚାରଣ କରିଥିଲେ। ଅଧ୍ୟାପିକା ସ୍ନେହଲତା ମାଝୀ ଓ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୭/୭:ପାଣିରେ ପଡିଲା ସରକାରଙ୍କ ଲକ୍ଷାଧିକ ଟଙ୍କା ର କାମ । ଗୋଟିଏ ରାତିର ବର୍ଷା ରେ ପାଚେରୀ ଭୁଶୁଡିଲା ଏହିଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡ ନିକଟରେ ଥିବା ଆଦର୍ଶ ପୋଖରୀ ପାଖରେ ।ଏନ.ଏ.ସି ସୌନ୍ଦର୍ଯ୍ୟ କରଣ ପାଇଁ ପୋଖରୀର ଚତୁଃପାର୍ଶ୍ଵ ରେ ଗତ ବର୍ଷ ପାଚେରୀ ନିର୍ମାଣ କରାଯାଇଥିଲା ଗତ ରାତିର ଗୋଟିଏ ବର୍ଷାରେ ପାଚେରୀ ଧୋଇ ନେଇଛି ।ବର୍ଷେ ନପୂରୁଣୁ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ:୧୭/୭: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ସମ୍ମିଳନୀ କକ୍ଷରେ ବିଶ୍ୱ ଯୁବ ଦକ୍ଷତା ଦିବସ -୨୦୨୨ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ପାଟିଲ ଆଶିଷ ଇଶ୍ୱର କହିଲେ ଯେ, ନିଜର ତଥା ନିଜ ପରିବାରର ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ହେଲେ ପ୍ରଥମେ ନିଜର ଦକ୍ଷତା ବୃଦ୍ଧି କରିବା କରିବା ଆବଶ୍ୟକ ।ଦ୍ୱିତୀୟରେ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୫/୭: କନ୍ଧମାଳ ଜିଲ୍ଲାର ଜଣାଶୁଣା ବରିଷ୍ଠ ଓକିଲ, ସମାଜସେବୀ, ବିଜେଡି ନେତା ତଥା କାଉନସିଲର ବୁଲିୟନ ନାୟକ ଙ୍କ ହୃଦଘାତ ରେ ମୃତ୍ୟୁ ଘଟିଛି ।ବୁଲିଆନଙ୍କ ଜି.ଉଦୟଗିରି ସ୍ଥିତ ବାସଭବନ ରେ ଶୁକ୍ରବାର ଭୋର ୩ଟା ବେଳେ ହୃଦଘାତ ରେ ମୃତ୍ୟୁ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା । ବୁଲିଆନ ଙ୍କ ଅକାଳ ମୃତ୍ୟୁରେ ଜି.ଉଦୟଗିରି ସମେତ ସମଗ୍ର ଜିଲ୍ଲାରେ ଶୋକ ର ଛାୟା ଖେଳିଯାଇଛି ।ବୁଲିଆନ ଜଣେ […]Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୨/୭:କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକର ଗୁଦାରି ଜିଏନଏମ୍ କଲେଜ ସଭା ଗୃହ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ଜନସଂଖ୍ୟା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ କଲେଜ ମୁଖ୍ୟ ସନ୍ତୋଷ କୁମାର ମିଶ୍ର ଯୋଗ ଦେଇଥିଲେ ।ସମ୍ମାନିତ ଅତିଥି ଭାବରେ ଜିଏନଏମ୍ କଲେଜର ଅଧ୍ୟକ୍ଷ ସଙ୍ଘମିତ୍ର ସିଂ, ଅଧ୍ୟାପିକା ରଶ୍ମିତା ଜେନା , ଅଧ୍ୟାପକ ଦେବବ୍ରତ ଜେନା, ଗୁଡାରି Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୧/୭: ସ୍କୁଲ ହତା ମଧ୍ୟକୁ ସାମ୍ବାଦିକ ଙ୍କୁ ମନା । ଗଣଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହେବାପରେ ସାମ୍ବାଦିକଙ୍କ ମନରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।ଗଣତନ୍ତ୍ର ର ଚତୁର୍ଥ ସ୍ତମ୍ଭ ପ୍ରତି ଏହା ଅସମ୍ମାନ ଏଣୁ ଏହାକୁ ତିବ୍ର ନିନ୍ଦା କରାଯାଇଛି । ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ଦାସ ଗଣ ମାଧ୍ୟମ ରେ ଅରୁଚିକର ମନ୍ତବ୍ୟର ପ୍ରତିବାଦ ଓ ସରକାରୀ ନିୟମ କୁ ଅତିଶୀଘ୍ର ପ୍ରତ୍ୟାହୃତ ଦାବୀ ନେଇ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ର ବରିଷ୍ଠ ପୁରୋହିତ ସୁରେନ୍ଦ୍ର ଶତପଥିଙ୍କ ୮୮ବର୍ଷରେ ପରଲୋକ ହୋଇଛି।ସେ ଅନ୍ତିମ ଦିନ ପର୍ଯ୍ୟନ୍ତ ବଜାର ସମେତ ଆଖପାଖ ଅଞ୍ଚଳରେ ବିଭିନ୍ନ କର୍ମକାଣ୍ଡ,ଗୃହ ପ୍ରତିଷ୍ଠା, ଶ୍ରାଦ୍ଧ, ଯଜ୍ଞାଦି ବ୍ରାହ୍ମଣ କର୍ମକରି ସମସ୍ତଙ୍କ ପ୍ରିୟପାତ୍ର ହୋଇ ସୁନାମ ଅର୍ଜନ କରିଥିଲେ।ସେ ଗତ ଗୁରୁବାର ଦିନ କିରିକୁଟୀର ଜଣେ ଜଜମାନ ଶ୍ରାଦ୍ଧ ପାଇଁ ବାଇକ୍ Continue Reading
Odisha News
ଗଣେଶ କୁମାର ରାଜୁଙ୍କ ରିପୋର୍ଟଗଜପତି,୧୦/୭ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଆଜି ଚତୁର୍ଦ୍ଧା ମୂର୍ତ୍ତି ତଥା ଶ୍ରୀଜୀ ମାନଙ୍କ ବଡ଼ ଦେଉଳ ତଥା ଶ୍ରୀମନ୍ଦିର ଅଭିମୁଖେ ପବିତ୍ର ବାହୁଡା଼ ଯାତ୍ରା ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି ।ରତ୍ନ-ବେଦୀରୁ ଲିଳାଖେଳ ସାରି ପୁଣି ରତ୍ନ ବେଦୀ ତଥା ଶ୍ରୀମନ୍ଦିରକୁ ବାହୁଡୁଛନ୍ତି ବଡ ଠାକୁର ।ଦୀର୍ଘ ନଅ ଦିନର ଯାତ୍ରା ପରେ ବଡ ଦେଉଳକୁ ଫେରୁଛନ୍ତି , କାଳିଆ ସାଆନ୍ତା , ସାଙ୍ଗରେ ଅଛନ୍ତି-ବଡଭାଇ Continue Reading
Odisha News
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୦/୭: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ଗୁଜାପାଙ୍ଗା ଗ୍ରାମର କୃଷ୍ଣଚନ୍ଦ୍ର ରଣା ୧୯୯୩ରେ ନିଜ ସ୍ତ୍ରୀଙ୍କ ମୃତ୍ୟୁପରେ ୩ ମାସର ଶିଶୁକନ୍ୟାକୁ ଜି.ଉଦୟଗିରି ସୁଭଦ୍ରା ମହତାବ ଆଶ୍ରମଠାରେ ଛାଡ଼ିଥିଲେ।ସେହି ୩ ମାସର ଝିଅ ମାମିନା ଆଜି ୨୯ ବର୍ଷ ବୟସରେ ନିଜ ମାତୃଭୂମିକୁ ଫେରିଛି। କିଛି ବର୍ଷ ପୂର୍ବେ ୟୁକେ ବେଲଜିୟମର ନିଃସନ୍ତାନ ଦମ୍ପତି ଏହି ଝିଅକୁ ପୋଷ୍ୟା କନ୍ୟା ରୂପେ ସରକାରୀ Continue Reading