Home Posts tagged reports by pradipta kumar sahoo
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼,୧୨/୧୨: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ର ବିଭିନ୍ନ ସେବା ସମବାୟ ସମିତି ରେ ହୋଇଥିବା ଦୁର୍ନୀତି କୁ ଲୋକଲୋଚନକୁ ଆଣିବା ଓ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ତା ୧୦/୧୨/୨୨ ରିଖ ଶନିବାର ଦିନ ଓଡ଼ଗାଁ ସିନେମା ହଲ ଛକ ସ୍ଥିତ ସଂଗ୍ରାମ ଲଜ ଠାରେ ଓଡ଼ଗାଁ ବ୍ଲକ ଛାତ୍ର କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା।ଯେଉଁଥିରେ କି ବିଭିନ୍ନ ଡିଜିଟାଲ ଓ ପ୍ରିଣ୍ଟ ଗଣମାଧ୍ୟମ ର Continue Reading
Odisha News
ପ୍ରଦିପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼, ୩/୯: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ୟତମ ପ୍ରସିଦ୍ଧ ବ୍ୟବସାୟିକ ପେଣ୍ଠ ବାହାଡାଝୋଲା ର ମାଣିକପାଟଣା ଠାରେ ,ନିୟନ୍ତ୍ରିତ ବଜାର କମିଟି , ବାହାଡାଝୋଲା ,ନୟାଗଡ଼ ଙ୍କ ତରଫରୁ ପ୍ରାୟ ୨କୋଟି ୫୦ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ନିର୍ମାଣ ହେବାକୁ ଯାଉଥିବା କୃଷି ବଜାର ଓ ନୂତନ ଦୋକାନ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନା କରାଯାଇଛି।ମୁଖ୍ୟଅତିଥି ବିଧାୟକ ଦଶପଲ୍ଲା ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼, ୮/୮ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକର ମହିପୁରଠାରେ ମାସିକ ଓଡ଼ିଆ ସମ୍ବାଦ ପତ୍ରସତ୍ୟର ସନ୍ଧାନ ଓ ଟାଇମ୍ସ ନିଉଜ ଇଣ୍ଡିଆ” ନିଉଜ ଚାନେଲର କାର୍ଯ୍ୟାଳୟ ତା ୬/୮/୨୨ ରିଖ ଶନିବାର ଦିନ ମହାସମାରୋହରେ ଉଦ୍ଘାଟିତ ହୋଇଯାଇଛି।ଏହି ସମ୍ବାଦ ପତ୍ର ର ଯୁବ ଜିଲ୍ଲା ପ୍ରତିନିଧି ଯଶୋବନ୍ତ ଦାସ ଙ୍କ ସଭାପତିତ୍ବ ରେ ଆୟୋଜିତ ଉଦଘାଟନୀ ଉତ୍ସବରେ ନୂଆଗାଁ ବ୍ଲକ ଅଧକ୍ଷାଙ୍କ ପ୍ରତିନିଧି ସମାଜସେବୀ ଶଙ୍କର୍ଷଣ ବେହେରା Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ ନୟାଗଡ଼,୧/୮: ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଧିନସ୍ଥ ନୂଆଗାଁ ବ୍ଳକର ବାହାଡାଝୋଲା ପୋଲିସ ଫାଣ୍ଡି ଅଧିକାରୀ ଭାବେ ଯୋଗଦେଇଛନ୍ତି ଞ୍ଚଭୀମସେନ ମଲ୍ଲିକ।ବାହାଡ଼ାଝୋଲା,ହରିପୁର, ବେରୁଆଁବାରି, ସୀଙ୍ଗାରପଲ୍ଲି,ସମେତ ଆଦିବାସୀ ବହୁଳ କାପ୍ତାପଲ୍ଲି ଓ ଗୁମି ୬ ଟି ପଞ୍ଚାୟତ ର ୯୭ ଟି ରାଜସ୍ବ ଗ୍ରାମର ଜନସାଧାରଣ ଙ୍କ ଧନଜୀବନ ର ସୁରକ୍ଷା ଏବଂ ଅଞ୍ଚଳର ଶାନ୍ତିଶୃଙ୍ଖଳା ବଜାୟ ରଖିବା, ବାହାଡ଼ାଝୋଲା ଫାଣ୍ଡି ଅଧିକାରି ଓ Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼,୩୧/୭: “ସଭିଏଁ ପଢନ୍ତୁ ସଭିଏଁ ବଢନ୍ତୁ” ନାରା ଦେଇ ,ସର୍ବଶିକ୍ଷା ଅଭିଯାନ ଯୋଜନାରେ ପିଲା ମାନଙ୍କୁ ବିଦ୍ୟାଳୟ ମୁହାଁ କରାଇବା ସହିତ ସରକାରୀ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଙ୍କୁ ଉନ୍ନତ ମାନର ଶିକ୍ଷା ଯୋଗାଇଦେବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।ହେଲେ ଦାୟିତ୍ୱରେ ଥିବା ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀ ଙ୍କ ଅଜବ ନୀତି ଯୋଗୁଁ ଗ୍ରାମାଞ୍ଚଳ ରେ Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼, ୨୨/୭: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ମହିପୁର ନିକଟସ୍ଥ ୫୭ ନଂ ଜାତୀୟ ରାଜପଥ ପାର୍ଶ୍ଵରେ ଥିବା ମା ତାରିଣୀ କଲ୍ୟାଣୀ ମଣ୍ଡପ ଠାରେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ଫଟୋ ସମ୍ବଳିତ ବିଜୁଜନତା ଦଳ ର ବ୍ୟାନର ଲଗାଯାଇ ନୂଆଗାଁ ବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଅସନ୍ତୁଷ୍ଠ ବିଜେଡ଼ି ନେତା ଓ କର୍ମୀ ଙ୍କୁ ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ତା୨୦/୭ ବୁଧବାର ଦିନ […]Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ,୧୬/୭: ନୟାଗଡ ଜିଲ୍ଲା ଓଡଗାଁ ଆଦର୍ଶ ଥାନା ଅନ୍ତର୍ଗତ ବୁଢାବୁଢିଆଣୀ ଡ୍ୟାମ ରାସ୍ତା କଡରୁ ଜଣେ ଯୁବକ ଙ୍କ ମୃତଦେହ ଝୁଲନ୍ତା ଅବସ୍ଥା ରେ ଉଦ୍ଧାର କରାଯାଇଛି।ସୂଚନା ଅନୁଯାଇ ମୃତ ଯୁବକ ଜଣଙ୍କ ହେଉଛନ୍ତି ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବାଣ୍ଠପୁର ଗ୍ରାମ ର “ବୈକୁଣ୍ଠ ଖିଲାର “ଙ୍କ ପୁତ୍ର “ମହେନ୍ଦ୍ର ଖିଲାର”।ପରିବାର ଲୋକ ଙ୍କ କହିବା କଥା ମହେନ୍ଦ୍ର ବାହାରେ ରଙ୍ଗ କାମ କରନ୍ତି ଆଉ ବେଳେ ବେଳେ Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟ ନୟାଗଡ଼, ୧୩/୭: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ବାହାଡ଼ାଝୋଲା ପଞ୍ଚାୟତର ବାହାଡାଝୋଲା ସେବାସମବାୟ ସମିତି ର ଅପ୍ରତିଦ୍ଵନ୍ଦୀ ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ନୂତନ ସଭାପତି ସୂର୍ଯ୍ୟନାରାୟଣ ସାହୁ ବାହାଡ଼ା ଝୋଲା ସେବାସମବାୟ ସମିତି ର ଦାୟିତ୍ଵ ଗ୍ରହଣ କରିଛନ୍ତି।ଏଥିନେଇ ସେବାସମବାୟ ସମିତି ପରିସରରେ ଆୟୋଜିତ ଏକ ସମାରୋହରେ ନବନିର୍ବାଚିତ ସଭାପତି ଶ୍ରୀ ସାହୁ ଙ୍କ ସମେତ ଉପସ୍ଥିତ ସମସ୍ତ ନବନିର୍ବାଚିତ ଡାଇରେକ୍ଟର Continue Reading
Odisha News
ପ୍ରଦୀପ୍ତ କୁମାର ସାହୁଙ୍କ ରିପୋର୍ଟନୟାଗଡ଼, ୭/୬: ମଦ ବିରୋଧରେ ତାତିଲେ ମହିଳା। ରାଲି କରି ଗ୍ରାମର ଚୋରା ମଦବେପାରୀ ଓ ମଦୁଆଙ୍କୁ ଦେଲେ ଚେତାବନୀ।ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶ୍ୱପରିବେଶ ଦିବସ ପାଳନ ହେଉଥିବା ବେଳେ,ଗ୍ରାମରେ ଚୋରା ଦେଶୀ ମଦବେପାର , ମଦୁଆଙ୍କ ସଂଖ୍ୟା ଓ ଉତ୍ପାତ ବୃଦ୍ଧି କୁ ନେଇ ତାତିଛନ୍ତି ମହିଳା।ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ ସୀଙ୍ଗାରପଲ୍ଲି ପଞ୍ଚାୟତର ଯୋଡାସାହି ଗ୍ରାମରେ।ପ୍ରକାଶ Continue Reading
Top Stories
ପ୍ରଦୀପ୍ତକୁମାର ସାହୁଙ୍କ ରିପୋର୍ଟନୂଆଗାଁ ବ୍ଲକ/ନୟାଗଡ଼, ୨୩/୫ : ମାଳିସାହି ଗତିଶ୍ୱର କଲେଜ ର ମୁଖ୍ୟ ପ୍ରବେଶପଥ ସମ୍ମୁଖରେ ନୂତନ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣ କୁ ବିରୋଧକରି ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ମାଳିସାହି ଗ୍ରାମବାସୀ।କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷାର ବିକାଶ ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି।ଏଥି ପାଇଁ ଭିତ୍ତିଭୂମି ର ବିକାଶ ସହିତ ଶିକ୍ଷାନୁଷ୍ଠାନ ମାନଙ୍କରେ ବିଦ୍ୟାର୍ଥୀ ଓ,ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ Continue Reading
Seo wordpress plugin by www.seowizard.org.