କିଶୋର ମହାପାତ୍ରଙ୍କ ରିପୋର୍ଟ ନୟାଗଡ଼, ୧୪/୪: ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଦୁର୍ଗାପ୍ରସାଦ ଏବଂ ଦେଉଳ ପଲ୍ଲୀ ଗ୍ରାମର ମିଳିତ ମେରୁ ଯାତ୍ରା ଶୋଭାଯାତ୍ରା ସମୟରେ ଅଘଟଣ। ଜଣେ ମୃତ, ଟାଉନଥାନା ଆଇଆଇସି ପ୍ରଜ୍ଞା ପରମିତା ଙ୍କ ସମେତ ଦଶରୁ ଉର୍ଦ୍ଧ୍ବ ଆହତ, ଦୁଇ ଜଣ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ।ଏହି ଶୋଭାଯାତ୍ରା ରେ ସଂଖ୍ୟାଧିକ ଡିଜେ, ବେଣ୍ଡ ପାର୍ଟି , ବିଭିନ୍ନ ପାଟ ପଟୁଆର , ଶହଶହ ଦଣ୍ଡୁଆ ଙ୍କ ସହ ଗ୍ରାମର ପିଲାଙ୍କ ଠାରୁ ଆରମ୍ଭ […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୩/୪ : ନୟାଗଡ଼ ଜିଲ୍ଲା ଜଜ୍ ତଥା ପ୍ରଥମ ମୋଟର ଆକ୍ସିଡେଣ୍ଟ କ୍ଲେମ୍ସ ଟ୍ରିବୁନାଲ ର ଅଧ୍ୟକ୍ଷା ଶ୍ରୀମତୀ ରୂପଶ୍ରୀ ଚୈ।ଧୁରୀ ଙ୍କ ଜରିଆରେ ଏକ ଦୁର୍ଘଟଣା ମୃତ୍ୟୁ ଜନିତ କ୍ଷତିପୂରଣ ବାବଦ ଅର୍ଥ ୫୦ ଲକ୍ଷ ୪୦ ହଜାର ଟଙ୍କା ମୃତକ ସୂର୍ଯ୍ୟନାରାୟଣ ଶତପଥୀ ଙ୍କ ସ୍ତ୍ରୀ ସୁଜାତା ଶତପଥୀ ଏବଂ ତାଙ୍କର ତିନି ଝିଅ ସଙ୍ଗୀତା , ସରିତା ଓ ସସ୍ମିତା ଙ୍କୁ ପ୍ରଦାନ କରାଯାଇଛି।ନୟାଗଡ଼ ଜିଲ୍ଲା କୋର୍ଟ ପରିସରରେ […]Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୯/୪ : ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଅନନ୍ୟା ଫାଉଣ୍ଡେସନ୍ ତରଫରୁ ନୋତର, ମାଳିସାହି ନିକଟ ପାହାଡ଼ ମଧ୍ୟ ଭାଗରେ ରହୁଥିବା କିଛି ଜନଜାତି ସମ୍ପ୍ରଦାୟର କୁନିକୁନି ପିଲା ଓ ମହିଳାମାନଙ୍କୁ ପୋଷାକ ବିତରଣ କରାଯିବା ସହିତ ସେମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନ କରାଯାଇଥିଲା।ଖାଇବା ପୂର୍ବରୁ ସାବୁନରେ ହାତ ଧୋଇବା, ନିୟମିତ ନଖ, ଚୁଟି କାଟିବା ସହ ସଫା ପୋଷାକ ପିନ୍ଧିବା ଓ ସଫା ବାସନରେ ଖାଇବା ଆଦି ଅନନ୍ୟା Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୮/୪ : ନୟାଗଡ଼ ରାଜରାସ୍ତାରେ ଗର୍ଜିଲେ ଅଙ୍ଗନୱାଡି କର୍ମୀ। ଭାରତୀୟ ମଜଦୁର ସଂଘ ସଂଲଗ୍ନ ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଆସୋସିଏସନ୍ ନୟାଗଡ଼ ଜିଲ୍ଲା ଶାଖା ପକ୍ଷରୁ ୧୪ ଦଫା ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟସରକାରଙ୍କୁ ପ୍ରଦାନ କରିଛନ୍ତି। ଅଙ୍ଗନୱାଡି କର୍ମୀମାନେ ଏକ ବିଶାଳ ଶୋଭାଯାତ୍ରା ରେ ନୟାଗଡ଼ ପିଡ୍ଲୁଡି ଡାକ ବଙ୍ଗଳା ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ପହଞ୍ଚି ଏଡିଏମଙ୍କୁ ଦାବିପତ୍ର Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୮/୪: ନୟାଗଡ଼ ଜଗନ୍ନାଥ ପ୍ରେମୀଙ୍କୁ ଲାଗିଛି ଝଟକା। ପୁରୀ ଶ୍ରୀମନ୍ଦିର ଚାରି ପାଖରେ ଗାତ ଖୋଳାଜିବା ଏବଂ ପ୍ରଶାସନ ଠାରୁ ଆରମ୍ଭ କରି ପୁରୀ ଲୋକସଭା ସାଂସଦ ଦେଇଥିବା ମନ୍ତବ୍ୟ ରେ ହତଉତ୍ସାଇତ ହୋଇ ନୟାଗଡ଼ ଜଗନ୍ନାଥ ପ୍ରେମୀଙ୍କୁ ଶ୍ରୀମନ୍ଦିର ସୁରକ୍ଷା ଦାବି କରିଛନ୍ତି।ଶୁକ୍ରବାରସନ୍ଧ୍ୟାରେ ଜଗନ୍ନାଥ ପ୍ରେମୀମାନେ ନୟାଗଡ଼ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଦ୍ଵିପ ଜାଳି ଶ୍ରୀମନ୍ଦିର ସୁରକ୍ଷା ଦାବି କରିଥିଲେ। ନୟାଗଡ଼ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୭/୪ : ନୟାଗଡ଼ ମ୍ୟୁନିସିପାଲଟି ର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଗୁରୁ ପ୍ରସାଦ ଜେନା। ମ୍ୟୁନିସିପାଲଟି ର ସମସ୍ତ ୧୬ ଗୋଟି ଓ୍ବାର୍ଡ କୁ ବିଜେଡି ଦଖଲ କରିବାବେଳେ ଅଧ୍ୟକ୍ଷା ଭାବେ ବିଜେଡି ପକ୍ଷରୁ ନିରୁପମା ଖଟେଇ ନିର୍ବାଚିତ ହୋଇଥିଲେ।ଗୁରୁବାର ଉପାଧ୍ୟକ୍ଷ ପଦବୀ ପାଇଁ କେବଳ ଗୁରୁ ପ୍ରସାଦ ଜେନା ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ ଅନ୍ୟ କେହି ପ୍ରାର୍ଥୀ ପତ୍ର ଦାଖଲ କରିନଥିବାରୁ ଶ୍ରୀଯୁକ୍ତ ଜେନା ଙ୍କୁ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୬/୩ : ନୟାଗଡ଼ ପୈାରପରିଷଦ ନିର୍ବାଚନ ବିଜେଡ଼ି ଦାଖଲ କଲା ପୌରପରିଷଦ । ପୂର୍ବରୁ ବିଜେଡିର ୫ ନମ୍ବର ଓ୍ବାର୍ଡ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଥିବା ବେଳେ ଅନ୍ୟ ୧୫ ଟି ଓ୍ବାର୍ଡ ଏବଂ ପୈାରାଧ୍ୟକ୍ଷା ପଦବୀ କୁ ପୋଛି ନେଇଛି ବିଜେଡି। ମୁଖ୍ୟ ପ୍ରତିଦ୍ବନ୍ଦ୍ବି କୁହାଯାଉଥିବା ବିଜେପି ଖାତା ମଧ୍ୟ ଖୋଲି ପାରିନାହିଁ।ବିଜେଡି ପ୍ରାର୍ଥୀ ମାନେ ବିଜେପି ପ୍ରାର୍ଥୀ ମାନଙ୍କ ଠାରୁ ବହୁ ବ୍ୟବଧାନରେ ବିଜୟୀ ହାସଲ Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୨/୩: ଦିନକୁଦିନ ସରଗରମ ହେବାରେ ଲାଗିଛି ନୟାଗଡ଼ ପୌରପରିଷଦ ନିର୍ବାଚନ। ମୁଖ୍ୟତଃ ଶାସକ ବିଜେଡି ଏବଂ ବିଜେପି ମଧ୍ୟରେ ପ୍ରତିଦ୍ବନ୍ଦିତା ହେବାର ଜଣାପଡିଛି। କିନ୍ତୁ ନୟାଗଡ଼ ପୌରପରିଷଦ କୁ ବିଜେଡି ଦଖଲ କରିବାପାଇଁ ଚେଷ୍ଟା ଚଳାଇଛି।୨୦୧୪ ନିର୍ବାଚନ ରେ ନୟାଗଡ଼ ଏନଏସି ଥିବାବେଳେ ସ୍ବର୍ଗତ କୁମାର ହେମେନ୍ଦ୍ର ଚନ୍ନ୍ଦ୍ର ସିଂ ଙ୍କ ନେତୃତ୍ବରେ କଂଗ୍ରେସ ଦଖଲରେ ଥିଲା ନୟାଗଡ଼ ଏନଏସି। ନୟାଗଡ଼ ଏନଏସି ରୁ ହୋଇଛି Continue Reading
କିଶୋର ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୨/୩ : ନୟାଗଡ଼ ବ୍ଲକ ଅଧ୍ୟକ୍ଷ ପଦ ଦଖଲ କଲା ବିଜେଡି। ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ଚଣ୍ଡିବସ୍ତ ସମିତି ସଭ୍ୟ ପ୍ରାର୍ଥୀ କିଶୋର ଚନ୍ଦ୍ର ସାହୁ।ଏହା ପୁର୍ବରୁ ଶ୍ରୀଯୁକ୍ତ ସାହୁ ଭାଟସାହି ପଞ୍ଚାୟତ ର ସରପଞ୍ଚ ଥିଲେ। ସରପଞ୍ଚ ଥିବାବେଳେ ପଞ୍ଚାୟତ ବାସି ଙ୍କ ସେବା କରିବା , ମହାମାରୀ କରୋନା ସମୟରେ ଜିଲ୍ଲାମୁଖ୍ୟ ଚିକିତ୍ସାଳୟ କୁ ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରିବା , ପଞ୍ଚାୟତ ବାସି ଙ୍କ ପାଇଁ […]Continue Reading