Home Posts tagged reports by biswa bhusan mahapatra
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟଗୟାଗଡ଼,୧୬/୧୨: ଦଶପଲ୍ଲା କୁ ରେଳ ଚଳାଇବା ପାଇଁ ଦଶପଲ୍ଲା ଜନସାଧାରଣଙ୍କ କ୍ରମାଗତ ଦାବୀକୁ କାର୍ଯ୍ୟକାରୀ କରିବା ପାଇଁ ମୋଦି ସରକାରଙ୍କ ଅବହେଳା ପ୍ରତିବାଦରେ କଂଗ୍ରେସ ଆନ୍ଦୋଳନ ଧମକ ଦେଇଛି । ଆଜି ଜଟଣୀ ସ୍ଥିତ ରେଲୱେ ଡିଆରଏମ ଏଚ.ଏସ. ବାଜ୍ୱାଙ୍କୁ ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ୭ ଦିନ ମଧ୍ୟରେ ଦଶପଲ୍ଲା କୁ ରେଳ ଚଳାଚଳ କରିବା ପାଇଁ ଚେତାବନୀ ଦିଆଯାଇଛି ।ଯଦି ୭ ଦିନ ଭିତରେ ରେଳ ଚଳାଚଳ ନହୁଏ […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୨/୧୨ : ଦୁର୍ଘଟଣା ଗ୍ରସ୍ତ ଅଜଣା ଯୁବକଙ୍କୁ ଚିକିତ୍ସା ପାଇଁ ନିଜେ ଗାଡ଼ିରେ ମେଡ଼ିକାଲ ନେଇ ନିଜର ମାନବିକତା ଦେଖାଇଛନ୍ତି ତହସିଲଦାର ରାଜେଶ କିଶୋର ସ୍ଵାଇଁ । ସୂଚନା ଅନୁଯାୟୀ ଶୁକ୍ରବାର ଦିନ ଅପରାହ୍ନରେ ନୟାଗଡ଼ ପୁରୁଣା ସହର ଦକ୍ଷିଣ କାଳୀ ମନ୍ଦିର ନିକଟରେ ବାଇକ କୁ କାର ଧକ୍କା ଫଳରେ ତିନି ଜଣ ବାଇକ ଆରୋହି ଗୁରୁତର ଆହତ ହୋଇ ଘଟଣା ସ୍ଥଳରେ ଛଟପଟ ହେଉଥିଲେ ।ସେହି ରାସ୍ତା ଦେଇ ତହସିଲଦାର […]Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୧୦/୧୨: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳ ନିକଟରୁ ନୟାଗଡ଼ରେ ଶ୍ରମିକ ଭାବେ କାମ କରୁଥିବା ଶଙ୍କର୍ଷଣ ପାତ୍ରଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।ସେ ନୟାଗଡ଼ ବନଖଣ୍ଡରେ ଅସ୍ଥାୟୀ ଶ୍ରମିକଭାବରେ କାଯ୍ୟ କରିଆସୁଥିଲେ । ତେବେ ତାଙ୍କୁ ୬୦ ବର୍ଷ ବୟସ ହୋଇଯାଇଥିବାରୁ ସେ କିଛିଦିନତଳେ କାଯ୍ୟରୁ ବାହାରିଯାଇଥିଲେ । ନୟାଗଡ ସଦରଥାନା ଅଧୀନସ୍ଥ ପଥୁରିପଡା ଅଂଚଳରେ ରହୁଥିଲେ ପରିବାର ସହିତ ତାଙ୍କର Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର / ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨/୧୨: ନୟାଗଡ଼ ଜିଲ୍ଲା ଉତ୍କଳସାମ୍ବାଦିକ ସଙ୍ଘ ପକ୍ଷରୁ ୫ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଧାରଣା ଦେଇ ବସିଥିବା ବେଳେ ଜିଲ୍ଲା ପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ, ଅନ୍ୟ ରାଜ୍ୟ ପରି ଓଡିଶାରେ ବୟସ୍କ ସାମ୍ବାଦିକ ଙ୍କୁ ପେନଶନ ପ୍ରଦାନ, ଅଧି ସ୍ୱୀକୃତି କମିଟି ପୁନଃ ଗଠନ, ଓ ବ୍ଳକ ଠାରୁ ରାଜ୍ୟ ସ୍ତର ପର୍ଯ୍ୟନ୍ତ ବ୍ୟାପକ ଅଧି Continue Reading
Odisha News
ବିଶ୍ୱଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨୨/୧୧ : ନୟାଗଡ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଶରଣ କୁଳ ସ୍ଥିତ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ସମଗ୍ର ଶିକ୍ଷା ଯୋଜନା ଅଧୀନରେ ଚାଲୁଥିବା ଧନ୍ଦାମୂଳକ ଶିକ୍ଷା ଛାତ୍ରୀ ଛାତ୍ର ଙ୍କ ଦ୍ବାରା ଶିଳ୍ପାନୁଷ୍ଠାନ ପରିଭ୍ରମଣ ଶିକ୍ଷା ଅନୁଷ୍ଠିତ ହୋଇଛି।ଏହି ପରିଭ୍ରମଣ ରେ ନାରାୟଣ ଉଚ୍ଚ ବିଦ୍ୟାଳୟ ର ନବନ ଓ ଦଶମ ଶ୍ରେଣୀର ୭୦ ଶିକ୍ଷାର୍ଥୀ ଏବଂ( Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୨୬/୧୦: ନୟାଗଡ ସହରର ଖଣ୍ଡପଡା ରୋଡରେ ଥିବା ଶ୍ରୀ ଶ୍ୟାମ୍ ଗାର୍ମେଣ୍ଟ ସୋରୁମରେ ଅଗ୍ନିକାଣ୍ଡ । ରାତି ୩ଟାରେ ନିଆଁ ଲାଗିଥିବା ଅନୁମାନ । ନିଆଁ ଲିଭାଇବାରେ ୪ଟି ଦମକଳ ଏବଂ ୩୦ଅଧିକ ଅଗ୍ନିଶମ କର୍ମଚାରୀ ନିୟୋଜିତ । ୨କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡିଯାଇଥିବା ମାଲିକଙ୍କ ସୂଚନା ।ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ । ସବୁଦିନପରି ଗତକାଲି ରାତି ୧୦ଟାରେ ଦୋକାନ ମାଲିକ ଏବଂ କର୍ମଚାରୀ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟନୟାଗଡ,୨୧/୧୦: ୨୦୨୨ ପଞ୍ଚାୟତ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବା ନେଇ ନୟାଗଡ ଜିଲ୍ଲା ଭାପୁର ବ୍ଲକ ଉପାଧ୍ୟକ୍ଷ, ଅଧ୍ୟକ୍ଷା ଓ ତାଙ୍କ ଭାଇ ଭାଉଜଙ୍କ ନାମରେ ଜିଲ୍ଲାପାଳଙ୍କ ନିକଟରେ ଗୁରୁବାର ଦିନ ଅଭିଯୋଗ ହୋଇଛି । ଯାହାକୁ ନେଇ ପୁଣି ଥରେ ଭାପୁର ରାଜନୀତି ସରଗରମ ହୋଇଛିଫ ।ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନଙ୍କ ନାମରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୟାଧର ପରିଡା ଅଭିଯୋଗ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼, ୧୧୧୦: ଅଦ୍ୟ ପୂର୍ବାହ୍ନ ଘ.୧୦.୩୦ମି. ସମୟରେ ସମଗ୍ର ଶିକ୍ଷା, ନୟାଗଡ଼ ଆନୁକୂଲ୍ୟରେ ଆନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ଜିଲ୍ଲା ପରିଷଦର ସୃଜନ ସଭାଗୃହରେ ପାଳିତ ହୋଇଅଛି ।ଆୟୋଜିତ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ରାଜଶ୍ରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦର ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ସମ୍ମାନିତ Continue Reading
Odisha News
ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ,୭/୧୦: ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳ ପକ୍ଷରୁ ନୟାଗଡ଼ ବ୍ଲକସ୍ତରୀୟ ଜନସଂପର୍କ ପଦଯାତ୍ରା ଶୁକ୍ରବାର ଅନୁଷ୍ଠିତ ହୋଇଛି। ସହର ଉପକଣ୍ଠ ଭାଟସାହିରେ ପ୍ରଥମ ପଦଯାତ୍ରା ଆରମ୍ଭ ହୋଇଛି।ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁଙ୍କ ତତ୍ତ୍ଵାବଧାନରେ ଆୟୋଜିତ ସଭାରେ ପୌର ପରିଷଦ ଅଧ୍ୟକ୍ଷା ନିରୁପମା ଖଟେଇ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ସାହୁ, ପୌର ପରିଷଦ ଉପାଧ୍ୟକ୍ଷ Continue Reading
Odisha News
ବିଶ୍ୱ ଭୂଶଷ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟନୟାଗଡ଼,୨/୧୦ : ୧୯୬୬ ମସିହାରୁ ମୁଁ ନୟାଗଡ଼ରେ ରହି ଆସୁଛି । ନୟାଗଡ଼ର ପ୍ରତିଟି ପରିବର୍ତ୍ତନକୁ ମୁଁ ଆଖି ଆଗରେ ଦେଖିଛି । ନୟାଗଡ଼ର ଅଭିବୃଦ୍ଧି ୮୦ ଗୁଣ ବୃଦ୍ଧି ପାଇଛି ।କେବଳ ଅରୁଣ ସାହୁଙ୍କ ପାଇଁ ନୟାଗଡ଼ର ଏଭଳି ପରିବର୍ତ୍ତନ ହୋଇଛି । ୨୦୧୦ ମସିହାରେ ବରିଷ୍ଠ ନାଗରିକଙ୍କୁ ନେଇ ନୟାଗଡ଼ରେ ଏଲଡର୍ସ ଭିଜନ୍ ଆଣ୍ଡ ଆକ୍ସନ ଗ୍ରୃପ ସେ ଗଠନ କରିଥିଲେ ।ବୟସ୍କ ବ୍ୟକ୍ତିମାନେ ସମାଜର ପ୍ରତ୍ୟେକ କାର୍ଯ୍ୟରେ […]Continue Reading
Seo wordpress plugin by www.seowizard.org.