Home Posts tagged reports by akshya rout (Page 2)
Odisha News
ଲେଖକ ଇଂ ତାରାପ୍ରସାଦ ମିଶ୍ରକିଏ ଜଣେ ବିଦ୍ବାନ ଏକଦା କହିଥିଲେ- ‘ଜନ୍ମ’ ମଣିଷର ଅସଲ ପରିଚୟ ନୁହେଁ, ମଣିଷର ଅସଲ ପରିଚୟ ହେଉଛି ତାର କର୍ମ। ସେଇଥିପାଇଁ ମହାଭାରତରେ ମହାରଥୀ କର୍ଣ୍ଣ କହିଥିଲେ-‘ଉଚ୍ଚକୁଳରେ ଜାତ ହେବା ଦୈବର ଅଧୀନ ହୋଇପାରେ,ମାତ୍ର ପୁରୁଷକାର ମୋର ଅଧୀନ ଅଟେ।ଗୀତାରେ ଭଗବାନ ଶ୍ରୀକୃଷ୍ଣ ବି କହିଛନ୍ତି- ‘ମୁଁ କାହାର ଭାଗ୍ୟ ତିଆରି କରେନାହିଁ, ମଣିଷ ନିଜେ ନିଜର ଭାଗ୍ୟ ତିଆରି କରେ।ତୁମେ ଆଜି ଯାହା କରୁଛ, ତାର ଫଳ Continue Reading
Odisha News
ଅକ୍ଷୟ କୁମାର ରାଉତଙ୍କ ରିପୋର୍ଟଯାଜପୁର, ୯/୧: ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା ଏବଂ ପ୍ରଚାରପ୍ରସାର ଓଡ଼ିଶା ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନାର ଅନ୍ୟତମ ଅଂଶବିଶେଷ। ଏହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୭ ତାରିଖ ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ନିର୍ମିତ ଐତିହାସିକ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ କରିବେ।ଏହି ଐତିହାସିକ ମୁହୂର୍ତ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ସମଗ୍ର ରାଜ୍ୟରୁ Continue Reading
Odisha News
ଅକ୍ଷୟ ରାଉତଙ୍କ ରିପୋର୍ଟଯାଜପୁର,୩୧/୧୨ :କଲେଜ ମାନଙ୍କରେ ଚାଲିଛି ନୂଆ-ଓ, ନବୀନ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମକୁ ନେଇ ଉତ୍ସାହିତ ଛାତ୍ରଛାତ୍ରୀ । ନିଜ ଭିତରର ଅନ୍ତର୍ନିହିତ ପ୍ରତିଭା ପରିପ୍ରକାଶ କରିବାର ଭରପୁର ସୁଯୋଗ ନେଉଛନ୍ତି ଛାତ୍ରଛାତ୍ରୀ ।ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସାମାଜିକ ବାର୍ତ୍ତା ବି ଦେଉଛନ୍ତି । ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଭିନ୍ନ କଲେଜରେ ଆୟୋଜିତ ହେଉଛି କାର୍ଯ୍ୟକ୍ରମ ।ହେଲେ Continue Reading
Seo wordpress plugin by www.seowizard.org.