Home Posts tagged REDHAKHOLA
Odisha News
ରେଢ଼ାଖୋଲ, ୧୬/୬: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଲୁକାପାଲି ସ୍ଥିତ ଭଡ଼ା ଘରୁ ଜଣେ କନିଷ୍ଠ କିରାଣିଙ୍କ ମୃତଦେହ ମିଳିଛି। ମୃତକ ନାକଟିଦେଉଳ ତହସିଲ ଅଫିସରେ କାର‌୍ୟ୍ୟ କରୁଥିବା ଜଣାଯାଇଛି। ତାଙ୍କ ନାଆଁ କ୍ଷୀରୋଦ ବଳ ବୋଲି ସୂଚନା ରହିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।ସୂଚନା ଅନୁଯାୟୀ, କ୍ଷୀରୋଦଙ୍କ ପରିବାର ଲୋକେ ସମ୍ବଲପୁରରେ ରହୁଥିଲେ। ସେ ଲୁକାପାଲିରେ ଘର ଭଡ଼ା ନେଇ Continue Reading
Seo wordpress plugin by www.seowizard.org.