Home Posts tagged Redhakhol
Odisha News
ରେଢାଖୋଲ,୩୦/୧୧: ୪ଟି ପିକ୍ଅପ୍ ଭ୍ୟାନ୍ ଉପରେ ମାଡ଼ିଯାଇ ରାସ୍ତାକଡ଼କୁ ଓଲଟି ପଡ଼ିଲା ମେଡିସିନ୍ ବୋଝେଇ ଟ୍ରକ୍। ସୌଭାଗ୍ୟ ବଶଃତ ଏତେ ବଡ଼ ଦୁର୍ଘଟଣାରୁ ବଞ୍ଚିଗଲେ ୪ ପିକ୍ଅପ୍ ଡ୍ରାଇଭର। ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସହରର ୫୫ ନମ୍ବର ଜାତୀୟ ରାଜପଥ ଭୀମଭୋଇ ଛକ ନିକଟରେ। ଦୁର୍ଘଟଣାରେ ୪ଟି ପିକ୍ଅପ୍ ଭ୍ୟାନ୍ ଭାଙ୍ଗିରୁଜି ଯାଇଛି।ଗତକାଲି ରାତିରେ ୪ଟି ପିକ୍ଅପ୍ ଗାଡ଼ି କଟକ ଓ ଭୁବନେଶ୍ୱରରୁ ମାଲ୍ ଲୋଡ୍ କରି ବରଗଡ଼ ଅଭିମୁଖେ Continue Reading
Seo wordpress plugin by www.seowizard.org.