Home Posts tagged RAYAGARH
Odisha News
By C.B. Sing ରାୟଗଡ଼ା, ୩୦/୧୦: ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ସଂସ୍ଥା ଆନୁକୁଲ୍ୟରେ ତଥା ରାୟଗଡ଼ ଜିଲ୍ଲାପାଳ ଶ୍ରୀମତୀ ସ୍ୱାଧାଦେବ ସିଂ ଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ ଜିଲ୍ଲାର ଏଗାର ଗୋଟି ବ୍ଲକ୍ ଠାରେ ବ୍ଲକ୍ ସ୍ତରୀୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ଶନିବାର ପାଳିତ ହୋଇଯାଇଅଛି ।ସେହିଭଳି ରାୟଗଡ଼ା ବ୍ଲକ୍ ସଦଭାବନା ଗୃହ ଠାରେ ଶନିବାର ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ତଥା ରାଜ୍ୟ ବିପର୍ଯ୍ୟୟ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । Continue Reading
Odisha News
ରାୟଗଡ଼ା ୨୫।୮: ଗାଧୋଉଥିବା ବେଳେ ନଦୀରେ ଭାଷି ଗଲା ପୁଅ । ପୁଅକୁ ଉଦ୍ଧାର କରିବାକୁ ଯାଇ ବାପା ନଦୀ ମଝିରେ ଫସିଯାଇଥିଲେ । ଦୀର୍ଘ ଦୁଇ ଘଣ୍ଟା ନଦୀ ମଝିରେ ଫସିବା ପରେ ଦମକଳ ବାହିନୀର ଯବାନ ଉଦ୍ଧାର କରିଥିଲେ। ହେଲେ ଭାସି ଯାଇଥିବା ପୁଅର ପତ୍ତା ମିଳିନାହିଁ। ଦମକଳବାହିନୀ ଯବାନ ମାନେ ଖୋଜାଖୋଜି କରୁଛନ୍ତି।ଏଭଳି ଘଟଣା ଘଟିଛି ରାୟଗଡ଼ା ସହର ଉପକଣ୍ଠ ନାଗାବଳୀ ନଦୀରେ ଫସିଥିବା ବ୍ୟକ୍ତି ଉଦ୍ଧାର। ନଦୀରେ ଗାଧୋଉଥିବା ସମୟରେ ପୁଅ […]Continue Reading
Odisha News
By Chandrabhanu Sing ରାୟଗଡ଼ା,୨୮/୨: ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେଡି ଗୋଟିଏ ପରେ ଗୋଟିଲ ଜିଲ୍ଲାରେ ବିଜ୍ର୍ରୟ ଲାଭ କରିଚାଲଇଛି ।ବିରୋଧୀ ବିଜେପି ଓ କଂଗ୍ରେସର ଶୋଚନୀୟ ପରାଜୟ ଦେଖିବାକୁ ମିଳିଛି ଅନେକ ଜିଲ୍ଲାରେ । କିନ୍ତୁ ଏହାରି ଭିତରେ ରାୟଗଡ଼ା ଜିଲ୍ଲାରେ ଭିନ୍ନ ଛବି ଦେଖିବାକୁ ମିଳିଛି । ବିଜେଡି ଓ ବିଜେପିକୁ ପଛରେ ପକାଇ ୩ୟ ସ୍ଥାନରେ ଥିବା କଂଗ୍ରେସରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍-କ ଜୋନ୍ରେ ବାଜି ମାରି ନେଇଛନ୍ତି ।ରାୟଗଡ଼ା ଜିଲ୍ଲା Continue Reading
Seo wordpress plugin by www.seowizard.org.