Home Posts tagged Ravenshaw
Odisha News
କଟକ, ୨୧/୧୦: ୨୪ ଘଣ୍ଟାରେ ବଦଳିଲା ନିଷ୍ପତ୍ତି। ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପରେ ନିଷ୍ପତ୍ତିରୁ ଓହରିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ଗୁରୁବାର ପ୍ରକାଶ ପାଇଥିବା କଟକଣା ସଂପର୍କିତ ନୋଟିସ୍ ପ୍ରତ୍ୟାହୃତ ହୋଇଛି।ରେଭେନ୍ସା ବିଶ୍ୱବିଦ୍ୟାଳୟ ଗୁରୁବାର ଏକ ନୋଟିସ୍ ଜାରି କରିଥିଲେ। କର୍ତ୍ତୃପକ୍ଷ ସେଥିରେ ଦର୍ଶାଇଥିଲେ, ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନ କରିପାରିବେ ନାହିଁ। ଏହାଛଡ଼ା କୌଣସି ଛାତ୍ରଛାତ୍ରୀମାଦେ ହିଂସାତ୍ମକ Continue Reading