Home Posts tagged rape case
Odisha News
ଆଗ୍ରା,୧୩/୧୧: ଆଗ୍ରାସ୍ଥିତ ଏକ ହୋଟେଲରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମହିଳାଙ୍କୁ ମଦ୍ୟପାନ କରିବାକୁ କିଛି ପିଲା ବାଧ୍ୟ କରିବା ପରେ ତାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ଏବେ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଛି।ମହିଳା ଜଣକ ପୁଲିସକୁ କହିଛନ୍ତି ଯେ ତାଙ୍କର ଜଣେ ବନ୍ଧୁ ଓ ବନ୍ଧୁଙ୍କର କିଛି ସହଯୋଗୀ ମିଶି ତାଙ୍କୁ ମଦ ପିଇବାକୁ ବାଧ୍ୟ କଲେ। ହେଲେ ସେ ବିରୋଧ କରିବାକୁ ଚେଷ୍ଟା କରିବା ବେଳେ […]Continue Reading
Top Stories
ରୋରକୀ, ଉତ୍ତରାଖଣ୍ଡ/୨୭: ପୁଣି ଗୋଟିଏ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ହରିଦ୍ୱାରର ରୋରକୀରେ ଜଣେ ମହିଳା ଓ ତାଙ୍କ ୬ ବର୍ଷର ଝିଅଙ୍କୁ ଚଳନ୍ତା କାର ଭିତରେ ଗଣଦୁଷ୍କର୍ମ କରାଯାଇଛି। ଜଣେ ବ୍ୟକ୍ତି ଉଭୟଙ୍କୁ କାର୍ରେ ଲିଫ୍ଟ ଦେବା ବାହାନାରେ ନିଜ ସାଙ୍ଗମାନଙ୍କ ସହ ମିଶି ଦୁର୍ଷ୍କମ କରିଥିବା ଅଭିଯୋଗ ହୋଇଛି।ପୁଲିସ୍ର ସୂଚନା ଅନୁଯାୟୀ, ମୁସଲିମ ଧର୍ମପୀଠ ପିରାନ କଲିୟାରରୁ ଜଣେ ମହିଳା ନିଜର ୬ ବର୍ଷର ଝିଅଙ୍କୁ ଧରି ଘରକୁ ଫେରୁଥିଲେ।ସେମାନେ ରାତିରେ Continue Reading
Odisha News
କେନ୍ଦ୍ରାପଡା,୩/୩: ନାବାଳିକା ଦୁଷ୍କର୍ମକାରୀକୁ ଜେଲ୍ ଓ ଜରିମାନା। ଜରିମାନା ଅର୍ଥ ଅନାଦେୟ ହେଲେ ଅଧିକ ବର୍ଷେ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ। ଗୁରୁବାର କେନ୍ଦ୍ରାପଡ଼ା ସ୍ୱତନ୍ତ୍ର ପୋସ୍କୋ କୋର୍ଟ ଏହି ରାୟ ଦେଇଛନ୍ତି।୨୦୧୮ ମସିହା ଜାନୁଆରୀ ୬ ତାରିଖ ଅପରାହ୍ନ ପ୍ରାୟ ୩ଟା ବେଳେ ରାଜନଗର ଥାନା ଅଞ୍ଚଳର ଜଣେ ନାବାଳିକା ପୋଖରୀ କୂଳରୁ ଲୁଗା ତୋଳି ଘରକୁ ଫେରିଲେ। ଠିକ୍ ସେହି ସମୟରେ ନବୀନ ସେଠୀ ତା’ ମୁହଁକୁ ବନ୍ଦ କରି ଟେକିନେଇ ଦୁଷ୍କର୍ମ କରିଥିବା […]Continue Reading
Seo wordpress plugin by www.seowizard.org.