Home Posts tagged ramesh chandra behera
Odisha News
ପ୍ରଦୀପ୍ତ କୁମାର ସାହୁ ଙ୍କ ରିପୋର୍ଟନୂଆଗାଁ,୩୧/୫: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକର ଅଭିଭକ୍ତ ବାହାଡାଝୋଲା ପଞ୍ଚାୟତ ଅଞ୍ଚଳର କୃଷି ଓ କୃଷକଙ୍କ ଉନ୍ନତି ତଥା ବର୍ଷା ଉପରେ ନିର୍ଭର କରି ଚାଷକାର୍ଯ୍ୟ କରୁଥିବା କୃଷକଙ୍କ ଜମିକୁ ଜଳସେଚନର ସୁବିଧା ଯୋଗାଇଦେବା ପାଇଁ,ବାହାଡ଼ାଝୋଲା ଅଞ୍ଚଳର ସୁସଂଗଠକ,ଲୋକପ୍ରିୟ ହୋମିଓପାଥି ଡାକ୍ତର, ପୂର୍ବତନ ସରପଂଚ ସ୍ୱର୍ଗତଃ ରାଜକିଶୋର ସାମଲଙ୍କ ସମେତ ଅଞ୍ଚଳ ବାସୀଙ୍କ ବାରମ୍ବାର ଦାବି ଓ ଉଦ୍ୟମ କ୍ରମେ,ଦୀର୍ଘ ୨ଦଶନ୍ଧି ତଳେ, Continue Reading
Odisha News
ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ ନୂଆଗାଁ,୨୧/୭: ଜନସାଧାରଣ ଙ୍କ ସେବା ,ଜନସାଧାରଣ ଙ୍କ ସମସ୍ୟା ଦୂରୀକରଣ ଏବଂ ନିର୍ବାଚନ ମଣ୍ଡଳୀ ର ଉନ୍ନତି ଆଦି ଲକ୍ଷ୍ୟ ନେଇ ଚାକିରି ଛାଡ଼ି ନିର୍ବାଚନ ରେ ପାଦ ରଖି ବିପୁଳ ଭୋଟରେ ବିଜୟୀ ହୋଇ ଥିଲେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା।ବିଜୟୀ ହେବା ପୂର୍ବରୁ ବିଭିନ୍ନ ଗ୍ରାମ,ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ଲୋକ ମାନଙ୍କ ସମସ୍ୟା ଦେଖି ନିର୍ବାଚନ ରେ […]Continue Reading
Seo wordpress plugin by www.seowizard.org.