Home Posts tagged Rairangpur
Odisha News
ରାଇରଙ୍ଗପୁର,୨/୮: ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଓ ରାଇରଙ୍ଗପୁର ବନଖଣ୍ଡ ପକ୍ଷରୁ ମିଳିତ ଚଢଉ କରାଯାଇ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି।ରାଇରଙ୍ଗପୁର ନିକଟରୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ସେମାନଙ୍କ ପାଖରୁ ଗୋଟିଏ ବୋଲୋରୋ ଗାଡ଼ି, ଗୋଟିଏ ସ୍କୁଟି ଓ ୮ଟି ମୋବାଇଲ ଫୋନ ଜବତ କରାଯାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ବନଖଣ୍ଡ ଉପ ନିର୍ଦ୍ଦେଶକ ସମ୍ରାଟ ଗୌଡା ଏହି ସୂଚନା ଦେଇଛନ୍ତି।ବଜ୍ରକାପ୍ତା ବିକ୍ରି Continue Reading
Odisha News
ରାଇରଙ୍ଗପୁର,୪/୫: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଅଧିଷ୍ଠିତ ହେବା ପରେ ପ୍ରଥମଥର ପାଇଁ ତିନିଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଛନ୍ତି। ଆଜିଜନ୍ମମାଟି ରାଇରଙ୍ଗପୁରରେ ପହଞ୍ଚିବା ପରେ ତାଙ୍କୁ ରାଜକୀୟ ସ୍ବାଗତ କରାଯାଇଛି। ଆଜି ବିଭିନ୍ନ କାର୍ଯ୍ୟକ୍ରମରେ ଦ୍ରୌପଦୀ ଯୋଗ ଦେଇଥିବାବେଳେ ରାଇରଙ୍ଗପୁର ପୌରପାଳିକା ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଭାବବିହ୍ୱଳ ହୋଇପଡିଥିଲେ ରାଷ୍ଟ୍ରପତି Continue Reading
Odisha News
ରାଇରଙ୍ଗପୁର,୧୦/୪: ରାଇରଙ୍ଗପୁର ଜିଲ୍ଲା ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବାମନଘାଟି ଉପଖଣ୍ତ ବନ୍ଦ ପାଳନ ହେଉଛି। ଏହି କାରଣରୁ ଏଠାରେ ସମସ୍ତ ଦୋକାନ ବଜାର, ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସ୍କୁଲ କଲେଜ ବନ୍ଦ ଥିବା ପରିଲକ୍ଷିତ ହୋଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଏପରିକି ବାମନଘାଟି ଉପଖଣ୍ତ ଦେଇ ଚଳାଚଳ କରୁଥିବା ଟ୍ରେନ ମଧ୍ୟ ଯାତାୟତ କରୁ ନଥିବାର ସୂଚନା ମିଳିଛି।ସୂଚନାଯୋଗ୍ୟ, କ୍ରିୟାନୁଷ୍ଠାନ କମିଟି Continue Reading
Odisha News
ରାଇରଙ୍ଗପୁର,୫/୧: ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବାଗଡେ ଗାଁ ନିକଟରେ ଆଜି ସକାଳେ ସିରଜ ଦୁର୍ଘଟଣା ଘଟିଛି। ଏକ କାର୍ ଦ୍ରୁତଗତିରେ ଆସି ବାଇକ୍ ଧକ୍କାକୁ ଦେଇଥିଲେ। ତା’ ପରେ ସାଇକେଲ ଯୋଗେ ଟ୍ୟୁସନ ଯାଉଥିବା ଦୁଇ କଲେଜ ଛାତ୍ରୀଙ୍କୁ ଧକ୍କା ଦେଇ ରାସ୍ତା କଡ଼ର ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା। ଦୁର୍ଘଟଣାରେ ବାଇକ୍ ଆରୋହୀର ମୃତ୍ୟୁ ଘଟିଥିବା ବେଳେ ୨କଲେଜ ଛାତ୍ରୀ ଆହତ ହୋଇଥିଲା। ମୃତ ବାଇକ୍ ଆରୋହୀ ଜଣଙ୍କ ହେଲେ ତାପସ […]Continue Reading
Odisha News
ରାଇରଙ୍ଗପୁର ,୧୬/୧୦: ମୟୁରଭଞ୍ଜ ଜିଲା ଗୋରୁମହିଷାଣି ଥାନା କଳସୀଭଙ୍ଗା ଗାଁରେ ଆଜି ସକାଳେ ଏକ ପୁରୁଣା ଘରର ମାଟିକାନ୍ଥ ଭୁଶୁଡ଼ି ପଡ଼ିବାରୁ ଏକ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ମୃତ ନାବାଳିକାଙ୍କ ନାଁ ମୌସୁମୀ ମାଝି।ମୌସୁମୀଙ୍କ ବାପା ରସାନନ୍ଦ ମାଝୀ କହିଛନ୍ତି ଯେ ସେ (ମୌସୁମୀ) ଆଜି ସକାଳେ କଲେଇ ଧରିବା ପାଇଁ ଗାଁରେ ଥିବା ଏକ ଘର ପାଖକୁ ଯାଇଥିଲେ। ସେହି ସମୟରେ ଉକ୍ତ ଘରର ଏକ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଫଳରେ […]Continue Reading
Odisha News
ରାଇରଂଗପୁର, ୨୮/୮: ମୟୂରଭଂଜ ଜିଲ୍ଲା ରାଇରଂଗପୁର ଉପଖଣ୍ଡରେ ରବିବାର ଅପରାହ୍ନରେ ବଜ୍ରପାତ ହୋଇଛି। ଏହି ଅଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ବ୍ରଜପାତ ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ବହଲଦାଥାନା ଅନ୍ତର୍ଗତ ନିମଡିହରେ ବଜ୍ରପାତ କାରଣରୁ ଖୁଡ଼ି ଓ ଝିଆରୀଙ୍କ ମୃତ୍ୟୁ ହୋଇଛି। ସେହିପରି ତିରିଂ ଥାନା ବାରୁଡିହି ଗାଁରେ ଜଣେ ଯୁବକ ବଜ୍ରପାତର ଶିକାର ହୋଇ ପ୍ରାଣ ହରାଇଛନ୍ତି। ଏହି ଅଞ୍ଚଳରେ ଆଜି ଅପରାହ୍ନରେ ବର୍ଷା ସହିତ ବଜ୍ରପାତ Continue Reading
Odisha News
ରାଇରଙ୍ଗପୁର, ୨୦/୮: ବର୍ଷା ଉଜାଡ଼ି ଦେଲା ସୁନାର ସଂସାର। ମା’କୋଳ ଖାଲି କରି ଚାଲି ଗଲେ ୨ଭଉଣୀ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାରେ। ଜିଲ୍ଲାର ବିଶୋଇ ବ୍ଲକ ଭୋଳବେଡା ଗାଁରେ କାନ୍ଥ ପଡ଼ି ୨ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ବାପାମା’ଙ୍କ ଅବସ୍ଥା ଗୁରୁତର ରହିଛି।ମୃତକ ଦ୍ୱୟ ହେଲେ ସ୍ଵୀଟି ଗିରି ଓ ନିହାରିକା ଗିରି। ବାପା ଅନୀଲ ଗିରି ଓ ମା ରିତା ଗିରିଙ୍କୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଗତକାଲି […]Continue Reading
Odisha News
ରାଇରଙ୍ଗପୁର, ୨୫/୫: ଗୋରୁ ବେପାରୀଙ୍କୁ ଗୁଳି କରି ଲୁଟିନେଲେ ୨୦ ଲକ୍ଷ ଟଙ୍କା। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ଗୋରୁହାଟରେ।ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଗୋରୁ ବେପାରୀଙ୍କ ମୃତ୍ୟୁ ଘଟିଛି। ଗୋରୁ ବେପାରୀ ଜଣଙ୍କ ହେଲେ ପଶ୍ଚିମବଙ୍ଗ ଝାଡ଼ଗ୍ରାମ ଅଞ୍ଚଳ ଚିଚଳା ଗାଁର ଶେଖ ଜାମସେଦ ଅଲି।ଆଜି ସକାଳେ ଶେଖ ଜାମସେଦ ଅଲିଙ୍କ ସମେତ ୫ଜଣ ପଶ୍ଚିମବଙ୍ଗର ଗୋରୁ ବେପାରୀ ବାଦଡା ସାପ୍ତାହିକ Continue Reading
Odisha News
ରାଇରଙ୍ଗପୁର, ୨୩/୪: ମୟୂରଭଞ୍ଜ ଜିଲ୍ଲାରେ ଘଟିଯାଇଛି ହୃଦୟ ବିଦାରକ ଘଟଣା। ମାତ୍ର ୧୦୦ ଟଙ୍କା ପାଇଁ ମା’କୁ ହତ୍ୟା କଲା ପୁଅ।ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ଘଟିଛି ଯଶିପୁର ଥାନା ଅନ୍ତର୍ଗତ ଯଶିପୁରରେ। ସୂଚନା ଅନୁଯାୟୀ, ଗତକାଲି ରାତି ପାଖାପାଖି ୯.୦୦ ସମୟରେ ମା’ ସାଳନ୍ଦୀ ନାଏକ(୬୦) କୁ ୧୦୦ ଟଙ୍କା ମାଗିଥିଲା ପୁଅ ସରୋଜ(୨୧)।କିନ୍ତୁ ଗରିବ ଶ୍ରେଣୀର ହୋଇଥିବାରୁ ମା’ ଦେଇ ପାରିନଥିଲେ। ଫଳରେ ରାଗରେ ତମ୍ ତମ୍ ହୋଇ ପାଖରେ ଥିବା […]Continue Reading
Seo wordpress plugin by www.seowizard.org.