Home Posts tagged raid on hotel dance bar
Odisha News
ଭୁବନେଶ୍ବର,୧୯/୩: ରାଜଧାନୀର ବିଭିନ୍ନ ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲ ଉପରେ କମିସନରେଟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି।ଅବକାରୀ ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏଁ ଖୋଲା ଥିବା ଡ୍ୟାନ୍ସ ବାର, କ୍ଳବ ଓ ହୋଟେଲଗୁଡ଼ିକୁ ଯାଞ୍ଚ କରିଛି ପୁଲିସ। ବିଳମ୍ବିତ ରାତି ପର‌୍ୟ୍ୟନ୍ତ ଖୋଲାଥିବା ରାଜଧାନୀର ୩ଟି ହୋଟେଲକୁ କମିସନରେଟ ପୁଲିସ କାରଣ ଦର୍ଶାଅ ନୋଟିସ ବି ଜାରି କରିଛି। ସେଫ ସିଟି ଡ୍ରାଇଭ ଅଧୀନରେ ଏହି ଯାଞ୍ଚ କରିଛି ପୁଲିସ।ଏହି ଚଢ଼ାଉରେ କମିସନରେଟ Continue Reading
Seo wordpress plugin by www.seowizard.org.