ଅନୁଗୁଳ ,୧/୪ : କୋଭିଡର ଦୁଇ ବର୍ଷର ବ୍ୟବଧାନ ପରେ ଅନଗୁଳ ଆରମ୍ଭ ହେଲା ରାହାଗିରି । ନାଚ,ଗୀତ, ପେଣ୍ଟିଙ୍ଗ ଏବଂ ସେଲ୍ଫିର ମଜା ନେଲେ ସହରବାସୀ । ଆଜି ହେଉଛି ମଧ୍ୟ ଅନଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସ । ଏହି ଅବସରରେ ସହରରେ ଥିବା ବିଭିନ୍ନ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ ଜିଲ୍ଲା ପ୍ରଶାସନ । ଅନଗୁଳର ଜଗନ୍ନାଥ ମନ୍ଦିର ସାମ୍ନାରେ ରାହାଗିରିର ଆୟୋଜନ କରିଥିଲା ଜିଲ୍ଲା ପ୍ରଶାସନ ।କୋଭିଡ କଟକଣା ମଧ୍ୟରେ ଲୋକମାନେ […]Continue Reading