Home Posts tagged question leak exams postponed
Odisha News
ସମ୍ବଲପୁର,୧୪/୭: ସକାଳେ ଭାଇରାଲ ହେଲା ପ୍ରଶ୍ନପତ୍ର । ମୋବାଇଲରୁ ମୋବାଇଲ୍ ଘୁରି ବୁଲିଲା। ତେଣୁ ବାତିଲ ହେଲା ପରୀକ୍ଷା। ଏପରି ଘଟଣା ଆଜି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଘଟିଛି।ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଆଜି ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ଅନର୍ସ ପରୀକ୍ଷା ହେବାର ଥିଲା। ମାତ୍ର ଏହା ପୂର୍ବରୁ ସକାଳୁ ଲିକ୍ ହୋଇଗଲା ପ୍ରଶ୍ନପତ୍ର ।ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି ବୋଲି ସ୍ୱୀକାର କରିଛନ୍ତି Continue Reading
Seo wordpress plugin by www.seowizard.org.