ନୂଆଦିଲ୍ଲୀ,୯/୮: ବଢ଼ିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅସ୍ଥାବର ସଂପତ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ ୨୦୨୧-୨୨ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅସ୍ଥାବର ବୃଦ୍ଧି । ୨୦୨୧ ମସିହା ମାର୍ଚ ମାସ ଶେଷ ସୁଦ୍ଧା ମୋଦୀଙ୍କ ସଂପତ୍ତି ୧,୯୭, ୬୮,୮୮୫ ଥିବା ବେଳେ ଏହା ବୃଦ୍ଧି ପାଇ ୨୦୨୨ ମାର୍ଚ ଶେଷ ସୁଦ୍ଧା ୨,୨୩, ୮୨,୫୦୪ରେ ପହଞ୍ଚିଛି। ତେବେ ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମୋଦୀ Continue Reading