Home Posts tagged presidential election 2022
Odisha News
ସ୍ୱାଗତିକା ଭୂତିଆଭୁବନେଶ୍ୱର,୩୧ ।୫: ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ରାମନାଥଙ୍କ ପରେ କିଏ ହେବ ପରବର୍ତି ରାଷ୍ଟ୍ରପତି ତାକୁ ନେଇ ରାଜନୈତିକ ମହଲରେ ଲାଗି ରହିଛି ଚର୍ଚ୍ଚା । ୨୨ଜୁଲାଇ ୨୦୨୨ରେ ସରିବ କୋବିନ୍ଦଙ୍କ କାର୍ଯ୍ୟକାଳ । କିନ୍ତୁ ଏବେଠାରୁ ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ଭିତିରିଆ ଅଙ୍କ କଷା ଆରମ୍ଭ ହୋଇଗଲାଣି । କାରଣ ଶାସକ ବିଜେପି ଓ ବିରୋଧି କଂଗ୍ରେସ ଦଳ ପାଖରେ ରାଷ୍ଟ୍ରପତି […]Continue Reading
Seo wordpress plugin by www.seowizard.org.