Home Posts tagged president draupadi murmu caste her vote at delhi
Odisha News
ନୂଆଦିଲ୍ଲୀ,୨୫/୫: ଲୋକ ସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭୋଟ ଦେଇଛନ୍ତି। ଭୋଟ ଦେବା ପରେ ତାଙ୍କ କାଳି ଲଗାଯାଇଥିବା ଆଙ୍ଗୁଠି ଦେଖାଇଛନ୍ତି।ସୂଚନାଯୋଗ୍ୟ, ସାତ-ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ୨୦୨୪ର ଷଷ୍ଠ ପର୍ଯ୍ୟାୟରେ, ମେ’ ୨୫ ଶନିବାର ୮ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୫୮ ଟି ଆସନ ପାଇଁ ଭୋଟ ଦିଆଯାଉଛି। ଷଷ୍ଠ ପର୍ଯ୍ୟାୟରେ ୮୮୯ଜଣ ପ୍ରାର୍ଥୀ ନିର୍ବାଚନରେ ଅଛନ୍ତି।ଏହି ପର୍ଯ୍ୟାୟରେ Continue Reading
Seo wordpress plugin by www.seowizard.org.