Home Posts tagged president appoints justic uu Lalit as the chief justic
Odisha News
ନୂଆଦିଲ୍ଲୀ, ୧୦/୮: ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଡଷ୍ଟିସ୍ ୟୁୟୁ ଲଳିତ। ଏନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର(ଅଗଷ୍ଟ୯) ଏକ ନୋଟିସ ଜାରି କରାଯାଇଛି। ଅଗଷ୍ଟ ୨୭ ତାରିଖରୁ ଜଷ୍ଟିସ ଲଳିତଙ୍କର କାର୍ଯ୍ୟକାଳ ଆରମ୍ଭ ହେବ ବୋଲି ନୋଟିସ୍ରେ କୁହାଯାଉଛି।ଅଗଷ୍ଟ ୨୬ ତାରିଖରେ ସିଜେଆଇ ଏନ୍ଭି ରମଣାଙ୍କର କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ତାଙ୍କ ସ୍ଥାନରେ ୟୁୟୁ ଲଳିତ ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ Continue Reading
Seo wordpress plugin by www.seowizard.org.