ପ୍ରୟାଗରାଜ, ୨୫/୫: ଉତ୍ତରପ୍ରଦେଶର ପ୍ରୟାଗରାଜସ୍ଥିତ ସିଏମ୍ଓ ଅଫିସରେ ରହିଛି କୃଷ୍ଣ ରୋଗ ବିଭାଗ । ଏହି କାର୍ୟ୍ୟାଳୟରେ କାର୍ୟ୍ୟ କରନ୍ତି ଧୀରଜ ନାମକ ସୁଇପର ।ଶରୀର ଦୁର୍ବଳ ସାଙ୍ଗକୁ ବେଶଭୂଷା ମଧ୍ୟ ଖାସ ନୁହେଁ। ସବୁବେଳେ ହାତରେ ଏକ ଝାଡ଼ୁ ନିଜ କାମରେ ବ୍ୟସ୍ତ ରହୁଥିବା ଏହି ସୁଇପରଜଣକ ଅନ୍ୟ ସୁଇପରଙ୍କଠାରୁ ଟିକେ ହଟକେ। କାରଣ ସାଧାରଣତଃ ଅନ୍ୟ ସୁଇପରମାନେ ଆର୍ଥିକ ଭାବେ ଦୁର୍ବଳ ହୋଇଥିବା ବେଳେ ଧୀରଜ କିନ୍ତୁ କୋଟିପତି।ଧୀରଜ କୌଣସି ଅସଦ ଉପାୟ ଅବଲମ୍ବନ Continue Reading