Home Posts tagged police mitra sahadev murder case
Odisha News
ଭୁବନେଶ୍ୱର, ୧୬/୨: ଆଜି ମଞ୍ଚେଶ୍ୱର ଥାନାରେ ରସୁଲଗଡ ଓଭରବ୍ରିଜ୍ ଉପରେ ହୋଇଥିବା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରମା ନାୟକ ଆତ୍ମସର୍ମପଣ କରିଛି ।ଏହି ହତ୍ୟାକାଣ୍ଡ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଥିଲା । ପୋଲିସ ଏହି ଘଟଣାର ତଦନ୍ତ ଜାରି କରି ଅଭିଯୁକ୍ତକୁ ଧରିବା ପାଇଁ ଚେଷ୍ଟା କରୁଥିଲା । ଏହି ସମୟରେ ମୁଖ୍ୟ ଅଭିଯୁକ୍ତ ରମା ନାୟକ ଥାନାରେ ଆତ୍ମସର୍ମପଣ କରିଛି ।ସୂଚନା ଅନୁସାରେ, ଭୁବନେଶ୍ୱରସ୍ଥିତ ରସୁଲଗଡ ଓଭରବ୍ରିଜ୍ ଉପରେ ପୋଲିସ ମିତ୍ର ସହଦେବ Continue Reading