କଟକ,୨୬/୪ : ରାଜସ୍ଥାନ ଭରତପୁରରୁ ବନ୍ଧା ହେଲେ ଦୁଇ ସାଇବର ଠକ। ସେମାନଙ୍କଠାରୁ ନଗଦ ଲକ୍ଷେ ଟଙ୍କା ଓ ବହୁ ମୋବାଇଲ୍ ଜବତ କରିଛି ପୁଲିସ୍। ଏମାନେ ନ୍ୟୁଡ୍ କଲ୍ କରି ଜଣେ ବୟସ୍କ ଲୋକଙ୍କୁ ଠକିଥିଲେ। ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକୀ ମିଶ୍ର।ନ୍ୟୁଡ୍ କଲ କରି କଟକ ଟାଉନ୍ର ଜଣେ ବୟସ୍କ ବ୍ୟକ୍ତଙ୍କଠାରୁ ପ୍ରାୟ ୮ ଲକ୍ଷ ୫୦ ହଜାର ଟଙ୍କା ଟକି ନେଇଥିଲେ ସାଇବର ଠକ। ଏନେଇ କଟକ ସାଇବର ଥାନାରେ […]Continue Reading