Home Posts tagged Plane crashes in Nepal
Odisha News
ନୂଆଦିଲ୍ଲୀ,୨୯/୫: ନେପାଳର କୋୱାଙ୍ଗରୁ ମିଳିଲା ୨୨ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିଥିବା ବିମାନର ଭଗ୍ନାଂଶ। କିଛି ସମୟ ତଳେ ୨୨ଜଣ ଯାତ୍ରୀଙ୍କୁ ନେଇ ନେପାଳର ପୋଖରାରୁ ଜୋମ୍ସୋମ୍ ଅଭିମୁଖେ ଯାଉଥିବା ଏକ ବିମାନ ସହ ଆଜି ସକାଳୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିବା କଥା ବିମାନ ବନ୍ଦର କର୍ତ୍ତୃପକ୍ଷମାନେ କହିଥିଲେ।ବିମାନରେ ଚାରିଜଣ ଭାରତୀୟ, ଦୁଇ ଜଣ ଜର୍ମାନ, ୧୩ ଜଣ ନେପାଳୀ ଯାତ୍ରୀ ଏବଂ ତିନିଜଣ ନେପାଳୀ କ୍ରୁ ସଦସ୍ୟ ଥିଲେ। କିଛି ଘଣ୍ଟା ଧରି ବିମାନର Continue Reading
Seo wordpress plugin by www.seowizard.org.