
ପିପିଲି, ୧୧/୪ : ବିଳମ୍ବିତ ରାତିରେ ପିପିଲି ଥାନା ଅନ୍ତର୍ଗତ ଜମାଲପୁରରେ ବୋମା ଫୁଟିଛି । ଏନେଇ ବୋମାମାଡ଼ରେ ଜଣେ ଗୁରୁତର ହେବା ସହିତ ୩ ଜଣ ଆହତ ହୋଇଛନ୍ତି । ଗୁରୁତର ଯୁବକ ରାଜକିଶୋର ନାୟକ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରର ଏମସରେ ଭର୍ତ୍ତି କରାଯାଇଛି ।ସୂଚନା ଅନୁସାରେ, ଜମାଲପୁର ଗ୍ରାମର ରାଜକିଶୋରଙ୍କ ସହ ତାଙ୍କ ପଡୋଶୀଙ୍କର ବହୁ ଦିନରୁ ବିବାଦ ଲାଗିରହିଥିଲା । ଯାହା ଗତକାଲି ବିଳମ୍ବିତ ରାତିରେ ଉଗ୍ରରୂପ […]Continue Reading