Home Posts tagged PICNIC BUS ACCIDENT
Odisha News
ବ୍ରହ୍ମପୁର,୩୧/୧୨: ଗଞ୍ଜାମ ପାଟପୁର ତପ୍ତପାଣି ଘାଟିରେ ଓଲଟି ପଡିଲା ଟୁରିଷ୍ଟ ବସ । ଏହି ଦୁର୍ଘଟଣାରେ ୮ ଜଣ ଗୁରୁତର ହୋଇପଡିଥିବାବେଳେ ୩୦ରୁ ଅଧିକ ଆହତ ହୋଇଥିବାର ସୂଚନା ମିଳିଛି ।ଖବରରୁ ଜଣାପଡିଛି ଯେ ଯାଜପୁର ଜିଲ୍ଲାର ଦଶରଥପୁର ପଟନନା ଗାଁରୁ ପର୍ଯ୍ୟଟକ ଆସିଥିଲେ ।ପର୍ଯ୍ୟଟକମାନେ ଜିରାଙ୍ଗ ଓ ଖସଡା ଜଳପ୍ରପାତ ବୁଲିବାକୁ ଆସିଥିବାବେଳେ ଆଜି ସେମାନେ ଫେରୁଥିଲେ । ତେବେ ତପ୍ତପାଣି ଘାଟିରେ ବସଟି ନିୟନ୍ତ୍ରଣ ହରାଇ ଓଲଟିପଡିଥିଲା । ଆହତମାନଙ୍କୁ Continue Reading
Seo wordpress plugin by www.seowizard.org.