Home Posts tagged patanagada (Page 2)
Odisha News
ପାଟଣାଗଡ଼,୧୨/୫: ମଦ ନିଶା ଉଜାଡ଼ି ଦେଲା ସଂସାର। ସାମାନ୍ୟ କଳହରୁ ମଦ ନିଶାରେ ଚୁର ସ୍ୱାମୀ ନିଜ ପତ୍ନୀର ଜୀବନ ନେଇଗଲା। ହେଲେ ନିଶା ଉତୁରିବା ପରେ ପାଦ ତଳୁ ଖସିଗଲା ମାଟି ।ସ୍ତ୍ରୀକୁ ମାରିବା ଅନୁତାପରେ ଛଟପଟ ହେଉଥିବା ସ୍ୱାମୀ ଶେଷରେ ନିଜେ ବି ବିଷ ପିଇ ଜୀବନ ହାରିଲା। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଟସମଲେଇ ଗାଁରେ ଘଟିଛି। ମୃତକ ସ୍ୱାମୀର ନାଁ ଘାସି ତଅଲା ଓ ମହିଳାଙ୍କ […]Continue Reading
Odisha News
ପାଟଣାଗଡ଼ ୧୧/୪: ପାଟଣାଗଡ଼ ବ୍ଲକ ଶୁନାମୁଦି ଗାଁରେ ଥିବା ବାପୁଜି ହାଇସ୍କୁଲରେ ଅଘଟଣ । ପ୍ରାର୍ଥନା ବିଳମ୍ବ ହେବାରୁ ଭୂଗୋଳ ଶିକ୍ଷକ ଛାତ୍ରୀମାନଙ୍କୁ ୫୦ଥର କାନ ଧରି ଉଠ ବସ କଲେ । ଫଳରେ ୭ ଜଣ ଛାତ୍ରୀ ବେହୋସ ହୋଇ ପଡିଯାଇଥିଲେ ।ସଂଗେ ସଂଗେ ସେମାନଙ୍କୁ ହସ୍ପିଟାଲକୁ ନିଆଯାଇଛି । ଚିକିତ୍ସା ପାଇଁ ପାଟଣାଗଡ଼ ଡାକ୍ତରଖାନାକୁ ଆଣି ଚିକିତ୍ସିତ କରାଯାଇଛି ।ସେପଟେ ଘଟଣା ପରେ ସବୁଠି ଆଲୋଚନାର ବିଷୟ ପାଲଟିଛି । ଅଭିଭାବକ ମହଲରେ ତୀବ୍ର […]Continue Reading