Home Posts tagged patana
Odisha News
ପାଟନା, ୯/୧୧: ଗତମଙ୍ଗଳବାର ନଭେମ୍ବର ୬ ତାରିଖରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧାନସଭାରେ ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ମହିଳାଙ୍କୁ ନେଇ ଅପମାନଜନକ ଶବ୍ଦ ପ୍ରୟୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଦେଶ ତଥା ଦେଶ ବାହାରେ ନୀତୀଶଙ୍କୁ ସମାଲୋଚନା କରାଯାଉଛି।ଏହି କ୍ରମରେ ଆଫ୍ରିକା-ଆମେରିକା ଅଭିନେତ୍ରୀ ତଥା ସିଙ୍ଗର୍ ମ୍ୟାରି ମିଲବେନ ମଧ୍ୟ ନୀତୀଶ କୁମାରଙ୍କ ବୟାନକୁ ସମାଲୋଚନା କରିଛନ୍ତି। ନୀତୀଶଙ୍କ ସମାଲୋଚନା କରି ମ୍ୟାରି Continue Reading
CBI arrests,Stock Exchange CEO ,Chitra Ramkrishna,N National News
PATANA , MAY 5 : A Biman Bangladesh Airlines aircraft from Dhaka to Kathmandu with 77 passengers onboard made an emergency landing at Patna’s Jayprakash Narayan Airport on Friday after it developed a technical snag mid-flight. The aircraft was flying over the Patna airport when its pilot experienced some technical snag. After the airport authorities […]Continue Reading
Odisha News
ପାଟନା, ୧୦/୮: ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆର୍ଜେଡି ନେତା ତେଜସ୍ୱୀ ଯାଦବ ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।ମଙ୍ଗଳବାର ନୀତୀଶ ବିଜେପିର ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ଆର୍ଜେଡି ସମେତ ୭ଟି ଦଳ ସହ ମହାଗଠବନ୍ଧନ କରି ପୁଣି ଥରେ ଆଜି ବିହାରର […]Continue Reading
Odisha News
ପାଟନା, ୪/୨: ବିହାର ରାଜଧାନୀ ବିହାରରୁ ସମସ୍ତଙ୍କୁ ବିଚଳିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ୨ ଜଣ ନାବାଳିକାଙ୍କୁ ୫ ମହଲା କୋଠାର ଛାତକୁ ନେଇ ତଳକୁ ଫିଙ୍ଗି ଦେଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ହିଂସାତ୍ମକ ପରିସ୍ଥିତି ଦେଖିବାକୁ ମିଳିଛି। ଉତ୍ତ୍ୟକ୍ତ ଲୋକ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି ନେଉଥିବା ପୁଲିସ୍ […]Continue Reading
Seo wordpress plugin by www.seowizard.org.