Home Posts tagged Paradeep port
Odisha News
ପାରାଦୀପ, ୧୫/୪ : ଆଜିଠୁ ଜୁନ୍ ୧୪ ତାରିଖ ଯାଏ ମାଛଧରା ଉପରେ ଲାଗିଲା କଟକଣା। ରାଜ୍ୟର ସବୁ ମାଛଧରା ବନ୍ଦର ପାଇଁ ଏଇ କଟକଣା ଲାଗୁ କରିଛନ୍ତି ରାଜ୍ୟ ସରକାର।ତେବେ ଆସନ୍ତା ଦୁଇମାସ ମାଛ ମାନଙ୍କର ଅଣ୍ଡାଦାନ ସମୟ। ଏହି ସମୟରେ ମାଛ ବଂଶ ବୃଦ୍ଧି ସମୟ ତେଣୁ ଯାଆଁଳା ସୁରକ୍ଷା ପାଇଁ ଆଜିଠୁ କଟକଣା ଲଗାଇଛନ୍ତି ସରକାର।ଏନେଇ ପାରାଦୀପ ନେହେରୁ ବଙ୍ଗଳା, ଅଠରବାଙ୍କି ବାଲିପ୍ଲଟ, ଚଉମୁହାଣି ଓ ଷଣ୍ଢକୁଦରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପ୍ରଚାର […]Continue Reading
Odisha News
ପାରାଦୀପ,୧/୧୨: ଦୁଇ ଦିନ ପୂର୍ବେ ପାରାଦୀପ ପୋର୍ଟକୁ ଆସିଥିବା ଏକ ଜାହାଜକୁ ନେଇ ଆରମ୍ଭ ହୋଇଛି ତନାଘନା। ଜାହାଜରେ ବୋମା ଥିବା ସନ୍ଦେହ କରାଯାଉଥିବା ବେଳେ ଯାଞ୍ଚ ବେଳେ ସନ୍ଦେହଜନକ ଅବସ୍ଥାରେ ୨୨ଟି ପ୍ୟାକେଟ ଜବତ ହୋଇଛି। । ସମସ୍ତ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି।ଦୁଇ ଦିନ ତଳେ ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଛି ଜାହାଜ ଗଠ MV DEBI । ଇଣ୍ଡୋନେସିଆର ଗ୍ରେସିକ ପୋର୍ଟରୁ ଏହି ଜାହାଜ ଆସି ପାରାଦୀପ […]Continue Reading